Browsing Tag

suffocation

ଆସିଲା ଡିଜେ ଆଜେକ୍ସଙ୍କର ପୋଷ୍ଟମର୍ଟମ ରିପୋର୍ଟ, ଶ୍ୱାସରୁଦ୍ଧରୁ ହୋଇଛି ମୃତ୍ୟୁ

ଭୁବନେଶ୍ୱର (କେନ୍ୟୁଜ): ଶ୍ୱାସରୁଦ୍ଧରୁ ଡିଜେ ଆଜେକ୍ସଙ୍କ ମୃତ୍ୟୁ। ପୋଷ୍ଟମୋର୍ଟମ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଆଜେକ୍ଚଙ୍କ ବେକରେ ରହିଛି ଦୌଡି ଚିହ୍ନ। ପୋଲିସ ଜବତ କରିଥିବା ମୃତଦେହ ବ୍ୟବଛେଦ ରିପୋର୍ଟରୁ ଏହା ଜଣାପଡିଛି। ସେପଟେ ଗତ ୧୭ ତାରିଖରେ ପ୍ରେମିକାଙ୍କୁ ଏକାଧିକ ଥର କଲ…

ଲାଟ୍ରିନ୍‌ ଟାଙ୍କି ସେଣ୍ଟ୍ରିଂ କାଠ ବାହାର କରିବାକୁ ଯାଇଥିବା ବେଳେ ଅଘଟଣ, ଶ୍ୱାସରୁଦ୍ଧ ହୋଇ ୨ ମୃତ

ଫୁଲବାଣୀ: ଶ୍ୱାସରୁଦ୍ଧ ହୋଇ ୨ ମୃତ । କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟ ପିଟବାରି ଗାଁରେ ଅଘଟଣ ଘଟିଛି। ଲାଟ୍ରିନ୍‌ ଟାଙ୍କିର ସେଣ୍ଟ୍ରିଂ କାଠ ବାହାର କରିବାକୁ ଯାଇଥିବାବେଳେ ଶ୍ୱାସରୁଦ୍ଧ ହୋଇ ପଡି ଯାଇଥିଲେ । ଏହା ଦେଖି ଘର ମାଲିକ ଟାଙ୍କି ଭିତରକୁ ଯାଇଥିଲେ । ସେ ମଧ୍ୟ ଶ୍ୱାସରୁଦ୍ଧ…

କେନ୍ଦୁଝର କାଠବାରୀ ଗାଁରେ ଅଘଟଣ: ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଦୁଇ ମୃତ, ୨ଗୁରୁତର

କେନ୍ଦୁଝର : କେନ୍ଦୁଝର ସଦର ବ୍ଲକ କାଠବାରୀ ଗାଁରେ ଅଘଟଣ । ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଦୁଇ ମୃତ , ଆଉ ୨ ଗୁରୁତର । ଗୁରୁତରଙ୍କୁ ଚିିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି କରାଯାଇଥିଲା। ତେବେ ସେମାନଙ୍କ ମଧ୍ଯରୁ ଜଣକୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଆଉ ଜଣଙ୍କୁ କେନ୍ଦୁଝର…

ଘର ଭିତରେ ଥିବା ଭୂତଳ ସୁଡ଼ଙ୍ଗରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ତିନି ଭାଇଙ୍କ ଜୀବନ

ଗଜପତି: ଘର ଭିତରେ ଥିବା ଭୂତଳ ସୁଡ଼ଙ୍ଗରେ ପଶି ୩ ଭାଇଙ୍କ ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଗଜପତି ଅଡବା ଥାନା ବିରିକୋଟ ଗାଁରେ। ଗତକାଲି ରାତି ପାଖାପାଖି ୯ଟା ବେଳେ ଘର ଭିତରେ ଥିବା ଏକ ସୁଡ଼ଙ୍ଗ ଭିତରୁ କିଛି ସାମଗ୍ରୀ ଆଣିବାକୁ ପ୍ରଥମେ ମଝିଆ ଭାଇ ସଞ୍ଜୀବ(୨୭) ଯାଇଥିଲେ । ତେବେ…