କଟକ : ନିୟମ ଭାଙ୍ଗିଲା ପୁଅ, ବାପାକୁ ଗଣିଲେ ତଣ୍ଡ

କଟକ (କେନ୍ଯୁଜ୍) : ନିୟମ ଭାଙ୍ଗିଲା ପୁଅ, ବାପାକୁ ତଣ୍ଡ । କଟକ ମଧୁପାଟଣା ଛକରେ ଟ୍ରାଫିକ ନିୟମ ଭାଙ୍ଗି ଗଣିଲେ ୬ ହଜାର ଟଙ୍କା ଫାଇନ୍‌ । ପୁଅ ଗାଡି ଚଳାଇବାବେଳେ ମୋବାଇଲରେ ଗପୁଥିଲେ । ଏହା ସହ ହେଲମେଟ ମଧ୍ୟ ପିନ୍ଧିନଥିଲେ । ଫଳରେ ବାପାଙ୍କୁ ତଣ୍ଡ ଗଣିବାକୁ ପଡିଛି । ବାପାଙ୍କଠୁ ୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଆଜିଠୁ ପୁଣି ନିୟମ କଡ଼ାକଡ଼ି ପରେ ଏହା ଚଳିତ ପାଳିର ପ୍ରଥମ ଫାଇନ୍‌ ।

Leave A Reply

Your email address will not be published.