ମୁଖ୍ୟମନ୍ତ୍ରୀ ଆଗତ କରିବେ ପ୍ରଥମ୍ ବଜେଟ, ଜୁଲାଇରେ ଆସିପାରେ ବଜେଟ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଆଗତ କରିବେ ପ୍ରଥମ୍ ବଜେଟ । ନିଜ ପାଖରେ ଅର୍ଥ ବିଭାଗ ରଖିଥିବାରୁ ମୋହନ ସରକାରର ପ୍ରଥମ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଗତ ଏପ୍ରିଲରେ ଏକ ଲକ୍ଷ 18 ହଜାର କୋଟି ଟଙ୍କାର ଭୋଟ ଅନ ଆକାଉଣ୍ଟ ଅଗତ ହୋଇଥିଲା । ଏବେ ନୂଆ ସରକାର ପାଇଁ ଚାଲେଞ୍ଜ କିପରି କରିବେ ସମତୁଲ ବଜେଟ ।

MSP କ୍ଵିଣ୍ଟାଲ ପିଛା 3100ଟଙ୍କା, ସୁଭଦ୍ରା ଯୋଜନାରେ ପ୍ରତି ମହିଳାଙ୍କୁ 50 ହଜାର ଭଉଚର୍, ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି ପାଇଁ ଅର୍ଥ ବରାଦ ରହିବ ଚାଲେଞ୍ଜ । ଶ୍ରୀମନ୍ଦିର ପରିଚାଳନା କ୍ୟାବିନେଟ୍ ରେ ପ୍ରଥମ ନିଷ୍ପତି ରହିଛି। ଏଥିପାଇଁ ହୋଇଛି କର୍ପସ ଫଣ୍ଡ। ବଜେଟରେ ଏହା ଫୋକସ ରହିବ । ତେଣୁ ଏବେଠାରୁ ଚାଲିଛି କସରତ । ଜୁଲାଇରେ ଆସିପାରେ ଏହି ସରକାରର ପ୍ରଥମ ବଜେଟ ।

Leave A Reply

Your email address will not be published.