Below header

ଚେନ୍‌ ପୁଲିଂ କରି ଓହ୍ଲାଇବା ହେଲା କାଳ: କୋଣାର୍କ ଏକ୍ସପ୍ରେସ ଧକ୍କାରେ ୫ ଓଡିଆ ମୃତ, ଜଣେ ଗୁରୁତର

କେନ୍ୟୁଜ୍: କୋଣାର୍କ ଏକ୍ସପ୍ରେସ ଧକ୍କାରେ ୫ ମୃତ, ଜଣେ ଗୁରୁତର । ବିଶାଖାପାଟଣା ସେଗଡମ ଓ ଚିପୁରପଲି ମଧ୍ୟରେ ବଥୁଆ ନିକଟରେ ଦୁର୍ଘଟଣା। କୋଏମବାଟୁର-ସିଲଚର ଏକ୍ସପ୍ରେସରୁ ଚେନ୍‌ ପୁଲିଂ କରି ଓହ୍ଲାଇ ଥିଲେ କିଛି ଲୋକ ।

ରେଳଧାରଣା ପାର ହେଉଥିଲା ବେଳେ ଅପରପଟୁ ଆସୁଥିବା କୋଣାର୍କ ଏକ୍ସପ୍ରେସ ମାଡ଼ିଯାଇଥିଲା । ମୃତକ ୫ ଜଣ ଓଡିଶାର ବୋଲି ଜଣାପଡିଛି। ଘଟଣାସ୍ଥଳରେ ରେଲେଓ୍ଵ ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.