ବାତ୍ୟା ପରେ ବନ୍ୟା, ବୁଡି ରହିଛି ଶହ ଶହ ହେକ୍ଟର ଚାଷ ଜମି

ଗଞ୍ଜାମ(କେନ୍ଯୁଜ୍) : ବାତ୍ୟା ବନ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଛି ଗଞ୍ଜାମ ଜିଲ୍ଲା। ପାଣିରେ ବୁଡି ରହିଛି ଶହ ଶହ ହେକ୍ଟର ଚାଷ ଜମି। ସେରଗଡ଼ ବ୍ଳକରେ ବ୍ୟାକପ ଫସଲ ନଷ୍ଟ ହୋଇଛି । ପିତଳ, ବ୍ରାହ୍ମଣଛାଇ ପଞ୍ଚାୟତରେ ସର୍ବାଧିକ କ୍ଷତି ଘଟିଛି । ଧାନ, ପରିବା ଏବଂ ଛତୁ ଚାଷ କ୍ଷତିଗ୍ରସ୍ତ ହୋଇଛି ।

chasaସେପଟେ ଏବେବି ବିପଦ ସଙ୍କେତ ଉପରେ ଜଳକା ନଦୀ। ୩ ଦିନ ଧରି ବସ୍ତା-ବାଲିଆପାଳ ଯୋଗାଯୋଗ ବିଚ୍ଛିନ୍ନ ହୋଇରହିଛି। ବୁଢାବଳଙ୍ଗ ଏବଂ ଜଳକା ବନ୍ୟାରେ ବାଲେଶ୍ୱରରେ ବ୍ୟାପକ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ସଦର ବ୍ଳକରେ ହେକ୍ଟର ହେକ୍ଟର ଚାଷ ଜମିରେ ବନ୍ୟା ପାଣି ପଶିଥିବାରୁ ଫସଲ ନଷ୍ଟ ହେବା ଆଶଂକା ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.