କନ୍ଧମାଳ ଜିଲ୍ଲାରେ ସକାଳ ୯ଟା ଯାଏଁ ଲାଗି ରହୁଛି କୁହୁଡି: ବାଧାପ୍ରାପ୍ତ ହେଉଛି ଯାତାୟାତ

କନ୍ଧମାଳ(କେନ୍ୟୁଜ୍): କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ସହ କୋହଲା ପାଗ । ସକାଳ ୯ଟା ଯାଏ ଲାଗି ରହୁଛି କୁହୁଡି । ଦିନ ବେଳା ବି ଶୀତ ବସ୍ତ୍ର ପିନ୍ଧି ବାହାରକୁ ବାହାରୁଛନ୍ତି ଲୋକେ । ପ୍ରବଳ କୁହୁଡି ଯୋଗୁ ଯାତାୟାତ ବାଧାପ୍ରାପ୍ତ ହେଉଛି । ମାଣ୍ଡୋସ୍‌ ପ୍ରଭାବରେ ଜିଲ୍ଲାରେ ତାପମାତ୍ରା ସାମାନ୍ୟ ବଢି ୧୦ରୁ ୧୨ ଡିଗ୍ରୀ ରହୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.