ଭାଷା ସାଜିପାରିନି ପ୍ରତିବନ୍ଧକ, ବସ୍ତି ପିଲାଙ୍କ ଗହଣରେ ବିଦେଶୀ ଦଂପତି

ଜୟପୁର(କେନ୍ୟୁଜ୍): ବସ୍ତି ପିଲାଙ୍କ ଗହଣରେ ବିଦେଶୀ ଦଂପତି । ସେମାନଙ୍କ ସହ ମଜି ଯାଇଛନ୍ତି । ଭାଷା ସାଜିପାରିନି ପ୍ରତିବନ୍ଧକ । ଭାଷା ବୁଝିନପାରିଲେ ବି ବେଶ ହସଖୁସିରେ ବସ୍ତି ପିଲାଙ୍କ ସହ ଖେଳରେ ମାତିଛନ୍ତି ଇଟାଲୀୟ ଦଂପତି ଡିଟରିଚ ଓ ସିଲକେ । ପିଲାଙ୍କୁ କୋଳେଇ, ଖେଳଣା ଦେଇ ସ୍ମୃତି ସାଉଁଟିଛନ୍ତି । ଏହି ଇଟାଲୀୟ ଦଂପତି ସାଇକେଲ ଧରି ଜୟପୁର ସହରର ବିଭିନ୍ନ ସ୍ଥାନରେ ଘୂରି ବୁଲୁଥିବା ବେଳେ ପିଲାଙ୍କ ସହ ମିଶୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.