Below header

ଖୋର୍ଦ୍ଧା: ବେଗୁନିଆ ଦେଉଳି ବଙ୍ଗେଇ ଜଙ୍ଗଲରେ ଆହତ ହାତୀ ଠାବ, ବନବିଭାଗ କରୁଛି ଚିକିତ୍ସା

 ବେଗୁନିଆ(କେନ୍ୟୁଜ୍): ବେଗୁନିଆ ଦେଉଳି ପଞ୍ଚାୟତ ବଙ୍ଗେଇ ଜଙ୍ଗଲରେ ଆହତ ହାତୀ ଠାବ। ବନବିଭାଗ ହାତୀଟିକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିଛି। ଗତ ଜୁନ୍‌ ୨୩ ତାରିଖରେ ଏହି ଜଙ୍ଗଲରେ ଗୋଟିଏ ହାତୀ ଗୋଡରେ ଏକ ଖୁଣ୍ଟା ପଶି ଆହତ ହୋଇ ବୁଲୁଥିବା ସ୍ଥାନୀୟ ଲୋକ ବନବିଭାଗକୁ ସୂଚନା ଦେଇଥିଲେ।

ବନ ବିଭାଗ ହାତୀଟିକୁ ଠାବ କରିବାରେ ସକ୍ଷମ ହୋଇ ନଥିବା ବେଳେ ଗତକାଲି ରାତିରେ ହାତୀ ଟିକୁ  ଠାବ କରି ଟ୍ରାକୁଂଲାଇଜର କରି ଚିକିତ୍ସା କରିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.