Below header
Browsing Tag

injure elephant

କେନ୍ଦୁଝର-ଢେଙ୍କାନାଳ ସୀମାରେ ଅସୁସ୍ଥ ଦନ୍ତା ହାତୀ ଠାବ, ଗଭୀର କ୍ଷତ ଯୋଗୁ ବିଗୁଡୁଛି ସ୍ୱାସ୍ଥ୍ୟବସ୍ଥା

କରଞ୍ଜିଆ(କେନ୍ଯୁଜ୍): ଗଭୀର କ୍ଷତ ଯୋଗୁ ବିଗୁଡୁଛି ହାତୀର ସ୍ୱାସ୍ଥ୍ୟବସ୍ଥା। କେନ୍ଦୁଝର ଓ ଢେଙ୍କାନାଳ ସୀମାରେ ଘୁରିବୁଲୁଥିବା ଅସୁସ୍ଥ ଦନ୍ତା ହାତୀକୁୁ ଠାବ ପରେ ମଧ୍ୟ ଆରମ୍ଭ ହୋଇପାରିନାହିଁ ହାତୀର ଚିକିତ୍ସା। ଚିକିତ୍ସା ପାଇଁ ହାତୀ ପାଖରେ ପହଞ୍ଚିପାରୁନାହାନ୍ତି ବନ ଅଧିକାରୀ। ନିଜ…

ଖୋର୍ଦ୍ଧା: ବେଗୁନିଆ ଦେଉଳି ବଙ୍ଗେଇ ଜଙ୍ଗଲରେ ଆହତ ହାତୀ ଠାବ, ବନବିଭାଗ କରୁଛି ଚିକିତ୍ସା

 ବେଗୁନିଆ(କେନ୍ୟୁଜ୍): ବେଗୁନିଆ ଦେଉଳି ପଞ୍ଚାୟତ ବଙ୍ଗେଇ ଜଙ୍ଗଲରେ ଆହତ ହାତୀ ଠାବ। ବନବିଭାଗ ହାତୀଟିକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିଛି। ଗତ ଜୁନ୍‌ ୨୩ ତାରିଖରେ ଏହି ଜଙ୍ଗଲରେ ଗୋଟିଏ ହାତୀ ଗୋଡରେ ଏକ ଖୁଣ୍ଟା ପଶି ଆହତ ହୋଇ ବୁଲୁଥିବା ସ୍ଥାନୀୟ ଲୋକ ବନବିଭାଗକୁ ସୂଚନା ଦେଇଥିଲେ।…