Below header

ଢେଙ୍କାନାଳ ପାଣିଓହଳା ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି, ଲିଭାଇବାକୁ ଜୋରଦାର ଉଦ୍ୟମ

ଢେଙ୍କାନାଳ (କେ ନ୍ୟୁଜ୍‌) : ଢେଙ୍କାନାଳ ସହର ନିକଟରେ ଥିବା ପାଣିଓହଳା ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ । ନିଆଁ ହୁହୁ ହୋଇ ସାରା ଜଙ୍ଗଲକୁ ବ୍ୟାପି ଯାଇଛି । ଜଙ୍ଗଲ ବିଭାଗ ଏବଂ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି ।  ତେବେ ଏହି ନିିଆଁ କେମିତି ଲାଗିଲା ତାହା ଜଣାପଡ଼ି ନାହିଁ । ଏଥିରେ କିନ୍ତୁ ଜଙ୍ଗଲରେ ଥିବା ଅନେକ ମୂଲ୍ୟବାଦ ଗଛ ପୋଡ଼ି ନଷ୍ଟ ହୋଇଛି ।

FOREST FIRE-1

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.