Browsing Tag

forest fire

ଜଙ୍ଗଲରେ ନିଆଁ ଏବଂ ଜଳଭାବ, ଜନବସତି ମୁହାଁ ବନ୍ୟଜନ୍ତୁ

ବୌଦ୍ଧ: ପ୍ରତିବର୍ଷ ଜଙ୍ଗଲରେ ଲାଗୁଛି ନିଆଁ । ହୁତୁହୁତୁ ହୋଇ ଜଳିଯାଉଛି ଜଙ୍ଗଲ ଆଉ ନଷ୍ଟ ହେଉଛି ବହୁ ମୂଲ୍ୟବାନ ଗଛଲତା । ତୃଣଭୋଜି ପ୍ରାଣିଙ୍କ ପାଇଁ ଆଉ ରହୁନି ଖାଦ୍ୟ । ଅନ୍ୟପଟେ ବୌଦ୍ଧ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ । ନିମ୍ନ ଗାମୀ ହେବାରେ ଲାଗିଛି ଜଳ ଉତ୍ସ । ଫଳରେ ଏବେ ଗାଁ…

ଜଳୁଛି ଜଙ୍ଗଲ, ନୟାଗଡ଼ ଜିଲ୍ଲାରେ ୧୭୪ ସ୍ଥାନରେ ଜଙ୍ଗଲର ଲାଗିଛି ନିଆଁ

ନୟାଗଡ଼ : ଜଳୁଛି ଜଙ୍ଗଲ । ନୟାଗଡ଼ ଜିଲ୍ଲାରେ ୧୭୪ ସ୍ଥାନରେ ଜଙ୍ଗଲର ନିଆଁ ଲାଗିଛି । ଚଳିତ ବର୍ଷ ଜିଲ୍ଲାରେ ୬୫୮ କିଲୋମିଟର ଜଙ୍ଗରରେ ନିଆଁ ଲାଗିଥିବା ପୂର୍ବାନୁମାନ କରାଯାଇଥିଲା । ବିଶେଷ କରି ଦଶପଲ୍ଲା ଓ ଫୁଲବାଣୀ ବନାଞ୍ଚଳ ସୀମାନ୍ତରେ ଅଧିକ ନିଆଁ ଲାଗିଛି । ତେବେ କେନ୍ଦୁପତ୍ର ପାଇଁ ଅଧିକ…

ସହିଲାନି ଦେହ, ପୁଞ୍ଜିପଥର ଜଙ୍ଗଲରେ ଲାଗିଥିଲା ନିଆଁକୁ ନିଜେ ଆୟତ କଲେ ସମିତି ସଭ୍ୟ

କଣ୍ଟାବାଞ୍ଜି: ଆମେ ସମସ୍ତେ ଜାଣିଛେ ଜଙ୍ଗଲର ଉପକାରିତା । ତେଣୁ କରି ତ ସବୁବେଳେ ଆମେ କହିଥାଉ "ଜଙ୍ଗଲ ସୁରକ୍ଷା, ଜୀବନ ରକ୍ଷା " । କିନ୍ତୁ କେତେବେଳେ ଶିଳ୍ପ, କାରଖାନା, କୋଠାବାଡି ତ ଆଉ କେତେବେଳେ ନୂତନ ରାସ୍ତା ପାଇଁ ପ୍ରତିଦିନ ଲୋକେ ଗଛ କାଟୁଛନ୍ତି । ଆଉ କେତେବେଳେ ନିଆଁ ଲାଗି ନଷ୍ଟ…

ଖରା ଦିନ ଆସିଲେ ବେଶ ଚର୍ଚ୍ଚାରେ ଜଙ୍ଗଲ ଜୁଇ, ବଲାଙ୍ଗିରକୁ ବେହାଲ କରୁଛି ବନାଗ୍ନୀ

ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ । ବଲାଙ୍ଗିରକୁ ବେହାଲ କରୁଛି ବନାଗ୍ନୀ । ଖରା ଦିନ ଆସିଲେ ବେଶ ଚର୍ଚ୍ଚାରେ ଜଙ୍ଗଲ ଜୁଇ । ଆଖି ପିଛୁଳାକେ ମାଡି ଯାଇଛି ଏ ଜଙ୍ଗଲରୁ ସେ ଜଙ୍ଗଲ । ଆଉ ଏହି ଜଙ୍ଗଲ ଜୁଇକୁ ନିୟନ୍ତ୍ରଣ କରିହେଉ ନାହିଁ । ଆଉ ଚଳିତ ବର୍ଷ ବି ବଲାଙ୍ଗିର ଜିଲ୍ଲାବାସୀଙ୍କୁ ଘାରିଛି…

ହୁ ହୁ ହୋଇ ଜଳୁଛି ଜଙ୍ଗଲ, ଘଟଣାସ୍ଥଳରେ ପହଞ୍ଚି ପାରିନାହିଁ ବନ ବିଭାଗ

ଉଦଳା : ହୁ ହୁ ହୋଇ ଜଳୁଛି ଜଙ୍ଗଲ । ଅଣାୟତ୍ତ ଜଙ୍ଗଲ ନିଆଁ । ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ ଅଧୀନ ଟଣକାସାହି ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ  ।  ଏହି ସଂରକ୍ଷିତ ଜଙ୍ଗଲରେ ମୂଲ୍ୟବାନ ଶାଗୁଆନ ଗଛ ସହିତ ଅନେକ ଔଷଧୀୟ ବୃକ୍ଷ ରହିଛି । ଏକ ଘଣ୍ଟାରୁ ଅଧିକ ହେବ ଜଳିବାରେ ଲାଗିଛି ଜଙ୍ଗଲ ।…

ବଲାଙ୍ଗିର ଜିଲ୍ଲାରେ ଜଳୁଛି ଜଙ୍ଗଲ, ଆୟତ କରିବା ପାଇଁ ଚେଷ୍ଟା ଜାରି

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ ଜଳୁଛି ଜଙ୍ଗଲ । ବନାଗ୍ନୀରେ ପୋଡି ପାଉଁଶ ହେଉଛି ଜଙ୍ଗଲ ସମ୍ପଦ । ଜିଲ୍ଲାର ବିଭିନ୍ନ ଜଙ୍ଗଲ ରେ ନିଆଁ ଲାଗିଛି । ଏବେ ପତ୍ରଝଡା ସମୟ ହୋଇଥିବାରୁ ଏହି ଜଙ୍ଗଲ ନିଆଁ ଆଖି ପିଛୁଳାକେ ଜଙ୍ଗଲ ଭିତରେ ମାଡି ଯାଉଛି । ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ଓ…

ନିଆଁ ଲାଗି ଜଳିଗଲା ୧୦ ହଜାର ଗଛ, କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ

କେନ୍ଦୁଝର : ନିଆଁ ଲାଗି ଜଳିଗଲା ୧୦ ହଜାର ଗଛ। କେନ୍ଦୁଝର ସଦର ରେଞ୍ଜ ବେଲଦା ବିଟ୍ କେନ୍ଦୁଆ ଗାଁରେ ଥିବା ମିତ୍ରଭାନୁ ବନରେ ନିଆଁ। ନିଆଁରେ ୧୦ ହଜାରରୁ ଉର୍ଦ୍ଧ୍ବ ଗଛ ଜଳି ପୋଡ଼ିଯାଇଛି । ଖବର ପାଇ କେନ୍ଦୁଝର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ୨୦୨୦-୨୧ ମସିହାରେ ସିଏସଆର୍…

ଜଳୁଛି ଲସ୍ ଏଞ୍ଜଲିସ୍ : ୬ ମୃତ, ୧୫ ହଜାରରୁ ଅଧିକ ଘର ଜଳିପୋଡି ପାଉଁଶ, ୭୦ ହଜାର ଲୋକ ସ୍ଥାନାନ୍ତର

ଆମେରିକା ଲସ୍ ଏଞ୍ଜଲିସରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଛନ୍ତି । ଜଙ୍ଗଲରେ ଥିବା ହଜାର ହଜାର ଗଛ ପୋଡି ପାଉଁଶ ହୋଇଗଲାଣି । ଜନ ବସତି ଆଡକୁ ମାଡି ଆସିଲାଣି ନିଆଁ । ବହୁ ଆବାସିକସ୍ଥଳ ଓ ଦୋକାନ ବଜାର ନଷ୍ଟ…

ଓଡ଼ିଶା ଜଙ୍ଗଲ ଜଗିବେ ‘ଯୋଦ୍ଧା’ ଓ ‘ଥାର’: ବନ୍ୟଜନ୍ତୁ ଶିକାର, ବନାଗ୍ନି ସମୟରେ ନିଆଁଲିଭା…

ଓଡ଼ିଶା ଜଙ୍ଗଲ ଜଗିବେ 'ଯୋଦ୍ଧା' ଓ 'ଥାର' । ବନ୍ୟଜନ୍ତୁ ଶିକାର, ବନାଗ୍ନି ସମୟରେ ନିଆଁଲିଭା କାର୍ଯ୍ୟରେ ବ୍ୟବହୃତ ହେବ ଏହି ଦୁଇ ଗାଡ଼ି । ଟାଟା କଂପାନୀର 'ଯୋଦ୍ଧା' ଓ ମହିନ୍ଦ୍ରା କଂପାନୀର 'ଥାର'ର ମୋଟ ୧୪୦ଟି ଗାଡ଼ିକୁ ଓଡ଼ିଶା ଜଙ୍ଗଲରେ ନିୟୋଜିତ କରାଯାଇଛି । ରାଜ୍ୟ ଉଦ୍ଭିଦ ଉଦ୍ୟାନଠାରେ…

ଜଳୁଛି ହିମାଚଳର ସୋଲନ ଜଙ୍ଗଲ, ନିଆଁକୁ ଆୟତ୍ତ କରିବାକୁ ଚାଲିଛି ଚେଷ୍ଟା

ଜଳୁଛି ଜଙ୍ଗଲ । ଦେଶର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଘଟଣା ଥମିବାର ନାଁ ଧରୁନାହିଁ । ଉତ୍ତରାଖଣ୍ଡ ଓ ଜମ୍ମୁ ପରେ ଏବେ ହିମାଚଳ ପ୍ରଦେଶର ସୋଲନ ଜଙ୍ଗଲ ହୁତୁ ହୁତୁ ହୋଇ ଜଳୁଛି । ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ବନ ବିଭାଗ ଉଦ୍ୟମ ଚଳାଇଛି । ଦମକଳ ବାହିନୀର ମଧ୍ୟ ସହାୟତା ନିଆଯାଉଛି ।…

ଉତ୍ତରାଖଣ୍ଡ: କାଇଞ୍ଚି ଧାମ ମନ୍ଦିର ନିକଟ ଜଙ୍ଗଲରେ ଲାଗିଲା ଭୀଷଣ ନିଆଁ, ଅଞ୍ଚଳବାସୀ ଭୟଭୀତ

ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାରେ ଥିବା କାଇଞ୍ଚି ଧାମ ମନ୍ଦିର ନିକଟ ଜଙ୍ଗଲରେ ଭୀଷଣ ନିଆଁ ଲାଗିଛି । ପ୍ରବଳ ପବନ ସହିତ ନିଆଁ କ୍ରମାଗତ ଭାବରେ ମାଡ଼ି ଚାଲିଛି । କାଇଞ୍ଚି ଧାମ ମନ୍ଦିର ନିକଟରେ ପାଇନ୍‌ ଜଙ୍ଗଲ ଥିବା କାରଣରୁ ନିଆଁକୁ ନିୟନ୍ତ୍ରଣ କରିବା ସାମାନ୍ୟ କଷ୍ଟକର ହୋଇପଡୁଛି ।…

ଲିଭୁନି ଉତ୍ତରାଖଣ୍ଡ ଜଙ୍ଗଲର ନିଆଁ, ୫ ଜଣ ଜୀବନ୍ତ ଦଗ୍ଧ; ଜଳି ପାଉଁଶ ହେଲା ୧୧୦୦ ହେକ୍ଟର

ଜଳୁଛି ଜଙ୍ଗଲ, ଲିଭୁନି ନିଆଁ । ଉତ୍ତରାଖଣ୍ଡ ଜଙ୍ଗଲରେ ଲାଗିଥିବା ନିଆଁ ତା’ର କରାଳ ରୂପ ଧାରଣ କରିଛି । ଏହା ସଂସ୍ପର୍ଶରେ ଆସି ୫ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ହଜାର ହଜାର ପ୍ରାଣୀ ଜଳି ପାଉଁଶ ହୋଇଯାଇଛନ୍ତି । ଏ ପର୍ଯ୍ୟନ୍ତ ପାଖାପାଖି ୧୧୦୦ ହେକ୍ଟର ଜଙ୍ଗଲ ନିଆଁ ମୁହଁକୁ ଚାଲିଯାଇଛି ।…