Browsing Tag

forest fire

ଚିଲି ଜଙ୍ଗଲରେ ଭୟଙ୍କର ନିଆଁ: ୧୫୦ରୁ ଅଧିକ ସ୍ଥାନରେ ନିଆଁ, ୧୩ ମୃତ

ଚିଲି ଜଙ୍ଗଳରେ ଭୟଙ୍କର ନିଆଁ । ଏଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଚିଲିର ପ୍ରାୟ ୧୫୦ରୁ ଅଧିକ ସ୍ଥାନରେ ଥିବା ଜଙ୍ଗଲରେ ନିଆଁ ଲାଗିବା ଖବର ସାମ୍ନାକୁ ଆସିଛି । ଏଠାରେ ଥିବା ପ୍ରାୟ ଘର ଜଳି ଛାରଖାର ହୋଇଯାଇଛି । ଜଙ୍ଗଲରେ ନିଆଁଲାଗିବା ଯୋଗୁଁ ବାୟୋବୋ ଅଞ୍ଚଳରେ ଯାଉଥିବା…

ହୁତୁ ହୁତୁ ହୋଇ ଜଳୁଛି ଏକର ଏକର ପାଖୁଡି ବଣ, ଆଖପାଖ ୫କିମି ଦୂର ଯାଏ ଖାଲି ଧୂଆଁମୟ

କାକଟପୁର(କେନ୍ୟୁଜ): ବୈଶାଖ ମାସ ସାଙ୍ଗକୁ ବହୁଛି ଦକ୍ଷିଣାପବନ । ଠିକ ଏହି ସମୟରେ ଅସ୍ତରଙ୍ଗ ନିକଟ ସିଲାରି ପାଖୁଡି ବଣରେ ଲାଗିଛି ନିଆଁ । ହୁତୁ ହୁତୁ ହୋଇ ଜଳୁଛି ଏକର ଏକର ପାଖୁଡି ବଣ । ନିଆଁ ର ପ୍ରକୋପ ଭୟଙ୍କର ଭାବରେ ଜଳାଇ ଚାଲିଛି ପାଖୁଡି ବଣ କୁ । କେବଳ ଦେଖଣାହାରୀ ସାଜି ନିଆଁ କୁ…

ପୁଣି ଜଳୁଛି ବାଙ୍କୀ ଗହୀରଗାଡ଼ିଆ ରାସ୍ତାରେ ଥିବା ଶାଳ ଜଙ୍ଗଲ, କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ

ବାଙ୍କୀ : କିଛିଦିନର ବ୍ୟବଧାନ ପରେ ପୁଣି ବାଙ୍କୀ ଅଞ୍ଚଳରେ ଜଙ୍ଗଲରେ ନିଆଁ । ପୁଇଁଚା ପଞ୍ଚାୟତର ଗହୀରଗାଡ଼ିଆ ରାସ୍ତାରେ ଥିବା ଶାଳ ଜଙ୍ଗଲରେ ନିଆଁଲାଗି ଚାରିଆଡେ ବ୍ୟାପିଛି । ସ୍ଥାନୀୟଲୋକେ ନିଆଁ ଲିଭାଉଥିବା ବେଳେ ନିକଟସ୍ଥ କଳାପଥର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଦୁଇଟି ଅଗ୍ନିଶମ…

କେନ୍ଦୁଝର ଜିଲ୍ଲାର ବିଭିନ୍ନ ରେଞ୍ଜ ଜଙ୍ଗଲରେ ନିଆଁ, ରାସ୍ତା ଉପରରେ ଜଙ୍ଗଲୀ ଜନ୍ତୁ

କେନ୍ଦୁଝର: ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଙ୍ଗଲ ନିଆଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ମୟୁରଭଞ୍ଜ ସାତକୋଶିଆ ଜଙ୍ଗଲରୁ ଆରମ୍ଭ କରି ସାରା ରାଜ୍ୟର ଜଙ୍ଗଲରେ ନିଆଁ ଲାଗିଛି । ଏହି ନିଆଁ ଥମିବାରେ ନାଁ ଧରୁ ନାହିଁ । ରାଜ୍ୟର ଅନ୍ୟ ଜଙ୍ଗଲ ପରି କେନ୍ଦୁଝର ଜିଲ୍ଲାର ବିଭିନ୍ନ ରେଞ୍ଜ…

କେନ୍ଦୁଝର: ଜଳିଗଲା ଲକ୍ଷାଧିକ ଟଙ୍କାର କାଜୁ ଜଙ୍ଗଲ, ଚିନ୍ତାରେ ଚାଷୀ

କେନ୍ଦୁଝର: ଜଳିଗଲା କାଜୁ ଜଙ୍ଗଲ। ଲକ୍ଷାଧିକ ଟଙ୍କାର କାଜୁ ସହ କାଜୁ ବଗିଚା ପୋଡି ପାଉଁଶ । ଏବେ କାଜୁ ଚାଷୀ ହତାଶ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଈ ବ୍ଲକ ଅନ୍ତର୍ଗତ ଭୀମକାଣ୍ଡ ପଞ୍ଚାୟତର ଡିମିରି ମୁଣ୍ଡା ଗାଁରେ। ଆଜି କୌଣସି କାରଣରୁ କାଜୁ ବଗିଚାଟି…

କରଞ୍ଜିଆ ବନଖଣ୍ଡ କାଳିଆଜିଆଣି ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ୨ଗିରଫ

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ କାଳିଆଜିଆଣି ସଂରକ୍ଷିତ ଜଙ୍ଗଲ ନମ୍ବର ୧ରେ ନିଆଁ ଲଗାଇବା ଘଟଣାରେ ଶୁକ୍ରବାର ରାତିରେ ଠାକୁରମୁଣ୍ଡା ବନ କର୍ମଚାରୀ ୨ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ୨ଜଣ ହେଉଛନ୍ତି ତାଳପଦା ଗ୍ରାମର ଭୁଟେଶ୍ୱର ନାଏକ(୫୫) ଓ…

ଆଠମଲ୍ଲିକ ଯଦୁପୁର ଗାଁରେ ଜଙ୍ଗଲ ନିଆଁରୁ ଭୟାବହ ଅଗ୍ନିକାଣ୍ଡ, ୩ଟି ପରିବାରର ୬ ବଖରା ଘର ପୋଡି ପାଉଁଶ

ଆଠମଲ୍ଲିକ : ଜଙ୍ଗଲ ନିଆଁରୁ ଜଳିଗଲା ଘର । ଆଠମଲ୍ଲିକ ବ୍ଲକ ନଅଗାଁ ପଞ୍ଚାୟତ ଯଦୁପୁର ଗାଁରେ ନିଆଁରେ ପୋଡି ୩ଟି ପରିବାରର ୬ ବଖରା ଘର ପାଉଁଶ ହୋଇଯାଇଛି । ଗ୍ରାମ ନିକଟ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ପବନରୁ ନିଆଁ ଝୁଲ ଉଡି ବସ୍ତିକୁ ନିଆଁ ବ୍ୟାପି ଦୁଇଟି ପୃଥକ ସ୍ଥାନରେ ଅଗ୍ନିକାଣ୍ଡ…

ଶିମିଳିପାଳ ପୋଡାଡିହାରେ ଅନନ୍ତପୁର ବିଟ୍‌ ପଥର ଖଣି ଜଙ୍ଗଲରେ ଲାଗିଛି ନିଆଁ, ଆୟତ କରିବାକୁ ଓଡ୍ରାଫ୍‌ ଟିମ୍‌ ଏବଂ…

କରଞ୍ଜିଆ:ଶିମିଳିପାଳ ପୋଡାଡିହାରେ ଅନନ୍ତପୁର ବିଟ୍‌ ପଥର ଖଣି ଜଙ୍ଗଲରେ ଲାଗିଛି ନିଆଁ । ଜଙ୍ଗଲରେ ନିଆଁ ବ୍ୟାପିବାରେ ଲାଗିଥିବା ବେଳେ ଓଡ୍ରାଫ୍‌ ଟିମ୍‌ ଏବଂ ବନବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ତିନି ଦିନ ପୂର୍ବରୁ ବର୍ଷା ହେବା…

ଆୟତ୍ତକୁ ଆସୁଛି ଜଙ୍ଗଲ ନିଆଁ, ମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ପକ୍ଷରୁ ସୂଚନା

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଜଙ୍ଗଲ ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଛି । ଏନ୍‌ଆରଏସ୍‌ସି, ହାଇଦ୍ରାବାଦର ରିପୋର୍ଟ ଅନୁସାରେ ଜଙ୍ଗଲ ନିଆଁ ହ୍ରାସ ପାଇଛି । ଏଫ୍‌ଏସ୍‌ଆଇ ଡେରାଡୁନର ସୂଚନା ଅନୁସାରେ ଲିଭୁଛି ଜଙ୍ଗଲ ନିଆଁ । ୧୨ ତାରିଖରେ ୭୦୧ଟି ଜଙ୍ଗଲ ଆଲର୍ଟ ସ୍ଥାନରେ ନିଆଁ…

ଶିମିଳିପାଳ ପରିଦର୍ଶନ କରି ଫେରିଲେ କେନ୍ଦ୍ରୀୟ ଟିମ୍, ବନାଗ୍ନି ଦ୍ୱାରା କୌଣସି ବନ୍ୟପ୍ରାଣୀ ପ୍ରଭାବିତ ହୋଇ ନଥିବା…

କରଞ୍ଜିଆ: ଶିମିଳିପାଳ ପରିଦର୍ଶନ କରି ଫେରିଲେ କେନ୍ଦ୍ରୀୟ ଟିମ୍‌। ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳ ପରିଦର୍ଶନ କରି ଠାକୁରମୁଣ୍ଡା ଠାରେ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ପରେ ଗୁଡୁଗୁଡିଆ ଠାରେ ସ୍ଥାନୀୟ ବାସିନ୍ଦାଙ୍କ ସହ ମଧ୍ୟ ଆଲୋଚନା କରିଛି ସେଣ୍ଟ୍ରାଲ ଟିମ୍‌।…

ଆଜି କୋର ଏରିଆ ଗସ୍ତ କରିବ ୩ ଜଣିଆ କେନ୍ଦ୍ରୀୟ ଏକ୍ସପର୍ଟ ଟିମ୍, ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ଜଙ୍ଗଲରେ…

ଭୁବନେଶ୍ୱର: ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ସ୍ଥିତି ଅନୁଧ୍ୟାନ କରୁଛନ୍ତି ୩ ଜଣିଆ କେନ୍ଦ୍ରୀୟ ଏକ୍ସପର୍ଟ ଟିମ୍‌ । ଆଜି କୋର ଏରିଆ ଗସ୍ତ କରିବ କେନ୍ଦ୍ରୀୟ ଟିମ୍‌ । ଗତକାଲି କରଞ୍ଜିଆ, ଠାକୁରମୁଣ୍ଡା, ଅପର ବାର୍‌ହାକାମୁଡା ବନାଞ୍ଚଳ ଗସ୍ତ କରିଥିଲେ । ଟିମ୍‌ରେ…

ଜଙ୍ଗଲ ସୁରକ୍ଷାକୁ ନେଇ ଗୀତ ଗାଇ ସଚେତନ କରୁଛନ୍ତି ମାଲକାନଗିରି DFO

ମାଲକାନଗିରି: ଗୀତ ଗାଇ ସଚେତନ କରୁଛନ୍ତି ମାଲକାନଗିରି DFO। ଜଙ୍ଗଲ କିଭଳି ସୁରକ୍ଷିତ ରହିବ ଏବଂ ତାକୁ କିଭଳି ନିଆଁ ଦାଉରୁ ବଞ୍ଚାଯାଇ ପାରିବ ସେ ନେଇ ସଚେତନ କରୁଛନ୍ତି ମାଲକାନଗିରି DFO। ଆଉ DFO ଙ୍କ ଏଭଳି ପଦକ୍ଷେପକୁ ଭୁୟସୀ ପ୍ରଶଂସା କରାଯାଉଛି। ମାଲକାନଗିରି ଗୋଇ ଜଂଗଲରେ ହୁତୁ ହୁତୁ…