ପୁଣି ଜଳୁଛି ବାଙ୍କୀ ଗହୀରଗାଡ଼ିଆ ରାସ୍ତାରେ ଥିବା ଶାଳ ଜଙ୍ଗଲ, କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ

ବାଙ୍କୀ : କିଛିଦିନର ବ୍ୟବଧାନ ପରେ ପୁଣି ବାଙ୍କୀ ଅଞ୍ଚଳରେ ଜଙ୍ଗଲରେ ନିଆଁ । ପୁଇଁଚା ପଞ୍ଚାୟତର ଗହୀରଗାଡ଼ିଆ ରାସ୍ତାରେ ଥିବା ଶାଳ ଜଙ୍ଗଲରେ ନିଆଁଲାଗି ଚାରିଆଡେ ବ୍ୟାପିଛି ।

ସ୍ଥାନୀୟଲୋକେ ନିଆଁ ଲିଭାଉଥିବା ବେଳେ ନିକଟସ୍ଥ କଳାପଥର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଦୁଇଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଛନ୍ତି । କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.