Below header
Browsing Tag

forest fire

ଆଜି କୋର ଏରିଆ ଗସ୍ତ କରିବ ୩ ଜଣିଆ କେନ୍ଦ୍ରୀୟ ଏକ୍ସପର୍ଟ ଟିମ୍, ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ଜଙ୍ଗଲରେ…

ଭୁବନେଶ୍ୱର: ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ସ୍ଥିତି ଅନୁଧ୍ୟାନ କରୁଛନ୍ତି ୩ ଜଣିଆ କେନ୍ଦ୍ରୀୟ ଏକ୍ସପର୍ଟ ଟିମ୍‌ । ଆଜି କୋର ଏରିଆ ଗସ୍ତ କରିବ କେନ୍ଦ୍ରୀୟ ଟିମ୍‌ । ଗତକାଲି କରଞ୍ଜିଆ, ଠାକୁରମୁଣ୍ଡା, ଅପର ବାର୍‌ହାକାମୁଡା ବନାଞ୍ଚଳ ଗସ୍ତ କରିଥିଲେ । ଟିମ୍‌ରେ…

ଜଙ୍ଗଲ ସୁରକ୍ଷାକୁ ନେଇ ଗୀତ ଗାଇ ସଚେତନ କରୁଛନ୍ତି ମାଲକାନଗିରି DFO

ମାଲକାନଗିରି: ଗୀତ ଗାଇ ସଚେତନ କରୁଛନ୍ତି ମାଲକାନଗିରି DFO। ଜଙ୍ଗଲ କିଭଳି ସୁରକ୍ଷିତ ରହିବ ଏବଂ ତାକୁ କିଭଳି ନିଆଁ ଦାଉରୁ ବଞ୍ଚାଯାଇ ପାରିବ ସେ ନେଇ ସଚେତନ କରୁଛନ୍ତି ମାଲକାନଗିରି DFO। ଆଉ DFO ଙ୍କ ଏଭଳି ପଦକ୍ଷେପକୁ ଭୁୟସୀ ପ୍ରଶଂସା କରାଯାଉଛି। ମାଲକାନଗିରି ଗୋଇ ଜଂଗଲରେ ହୁତୁ ହୁତୁ…

ଆଜି ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଥିବା ସ୍ଥାନ ବୁଲି ଦେଖିବେ ଅତିରିକ୍ତ ମୁଖ୍ୟ ସଚିବ

କରଞ୍ଜିଆ: ମୟୂରଭଞ୍ଜରେ ଶିମିଳିପାଳ ଅଭୟାରଣ୍ୟର ବନାଗ୍ନିର ସମୀକ୍ଷା କରିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଡ. ମୋନା ଶର୍ମା । ସମୀକ୍ଷା ବୈଠକରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ୍‌, ଏସ୍‌ପି ପାରମାର ସ୍ମିଥ ପୁରୁଷତ୍ତୋମଦାସ୍‌, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ,…

ଶିମିଳିପାଳରେ ନିଆଁ ଲାଗିବା ଘଟଣାକୁ ନେଇ ଆଜି ୯ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା

କର‌ଞ୍ଜିଆ : ଆଜି ୯ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା । ଶିମିଳିପାଳରେ ନିଆଁ ଲାଗିବା ଘଟଣାକୁ ନେଇ କାର୍ତ୍ତୃପକ୍ଷଙ୍କୁ ଦାୟୀ କରି ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ୯ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ଅପରାହ୍ନ ୩ଟା ଯାଏ ବନ୍ଦ ଡାକରା ଦେଇଛି ସଂଗଠନ । ପୂର୍ବରୁ ୧୨ ଘଣ୍ଟିଆ…

ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ଅଣ୍ଟା ଭିଡିଲେ କେନ୍ଦୁଝର ସଦର ବିଧାୟକ

କେନ୍ଦୁଝର : ଜଙ୍ଗଲ ନିଆଁ ଲିଭା କାମରେ ଲାଗିଲେ ବିଧାୟକ । କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ କେନ୍ଦୁଝର ସହର ନିକଟ ସିଦ୍ଧମଠ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ଅଣ୍ଟା ଭିଡିଛନ୍ତି । ସହଯୋଗୀଙ୍କ ସହିତ ନିଜେ ଜଙ୍ଗଲ ମଧ୍ୟକୁ ଯାଇ ନିଆଁ ଲିଭାଇଥିଲେ । ଏହାସହ ଆଖପାଖ…

କରଞ୍ଜିଆ ବାଦାମପାହାଡ଼ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଯୁବକଙ୍କୁ ଗିରଫ କଲା ବନ ବିଭାଗ

କରଞ୍ଜିଆ: ଜଙ୍ଗଲରେ ନିଆଁ ଲଗାଉଥିବା ସମୟରେ ଜଣେ ଯୁବକକୁ ଧରିଲା ବନ ବିଭାଗ। କରଞ୍ଜିଆ ଦୁଧିଆଣି ରେଞ୍ଜ ବାଦାମପାହାଡ଼ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ନିଆଁ ଲଗାଉଥିବା ବେଳେ ଧରିଛି ବନ ବିଭାଗ। ନିଆଁ ଲଗାଉଥିବା ଯୁବକ ଜଣକ ହେଉଛି ଯଶୀପୁର ଥାନା ଆମ୍ବତଳିଆ ଗାଁର ପ୍ରଧାନ ହେମ୍ବ୍ରମ ବୋଲି ଜଣା…

ଲିଭୁନି ଶିମିଳିପାଳରେ ନିଆଁ, ପଠାଗଲା ଅଗ୍ନିଶମ ବିଭାଗର ଆଉ ୪ଟି ଟିମ୍‌

କରଞ୍ଜିଆ: ଏବେ ବି ଲିଭିନି ଶିମିଳିପାଳରେ ନିଆଁ । ଉତ୍ତର ଶିମିଳିପାଳର ୧୮ଟି ସ୍ଥାନରେ ଲାଗିଛି ନିଆଁ । ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବିଭାଗ ଏବଂ ବନ ବିଭାଗ କର୍ମଚାରୀ ନିୟୋଜିତ ଅଛନ୍ତି । କେନ୍ଦୁମୁଣ୍ଡି ରେଞ୍ଜର ୬ଟି ସ୍ଥାନ, ତାଳବନ୍ଧ ରେଞ୍ଜର ୪ଟି, ଗୁଡୁଗୁଡ଼ିଆ ରେଞ୍ଜର ୪ଟି,…

କେନ୍ଦୁଝର ବାଂଶପାଳ ଅନ୍ତର୍ଗତ ଅଡାଳ ଓ କଣ୍ଡକଳା ଜଙ୍ଗଲରେ ଲାଗିଛି ନିଆଁ

ବାଂଶପାଳ (କେନ୍ୟୁଜ୍‌) : ଏମିତି ଲାଗୁଛି ଯେମିତି ସାରା ରାଜ୍ୟର ଜଙ୍ଗଲ ଜଳୁଛି । ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ଜଙ୍ଗଲରେ ନିଆଁ ଲାଗିଥିବାର ଖରବ ଆସୁଛି । ଏବେ ଏଥିରେ ସାମିଲ ହୋଇଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବିଜେପି ରେଞ୍ଜର ଅଡ଼ାଳ ଓ କଣ୍ଡକଳା ସଂରକ୍ଷିତ ଜଙ୍ଗଲ ।…

କେନ୍ଦୁଝର: ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ଝାରବେଡା ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ପଡିଲା ମହଙ୍ଗା, ୩ ଗିରଫ

କେନ୍ଦୁଝର: କେନ୍ଦୁଝର ଝାରବେଡା ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୩ ଗିରଫ । ବନ ବିଭାଗ ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତକାଲି ସଂଧ୍ୟାରେ ତେଲକୋଇ ଥାନା ନମକାନୀ ଗାଁର ଯୁଗଳ ଜୁଆଙ୍ଗ, ରଞ୍ଜନ ଜୁଆଙ୍ଗ ଓ ଗୋବର୍ଦ୍ଧନ ଜୁଆଙ୍ଗ ବନ୍ୟଜନ୍ତୁ ଶିକାର…

ଜଳୁଛି ଶିମିଳିପାଳରେ ୪ଟି ରେଞ୍ଜର ୧୦ଟି ସ୍ଥାନ: ଗୁରୁତ୍ୱର ସହ ନେଲେ ରାଜ୍ୟ ସରକାର, ନିଆଁ ଲିଭାଇବା ପାଇଁ ୫ଟି ଟିମ୍…

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳରେ ୪ଟି ରେଞ୍ଜର ୧୦ଟି ସ୍ଥାନରେ ନିଆଁ ଲାଗିଛି । ଏହାକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ସରକାର । ନିଆଁ ଲିଭାଇବା ପାଇଁ ଜଶୀପୁର ଅଗ୍ନିଶମ କେନ୍ଦ୍ରରେ ୫ଟି ଟିମ ଗଠନ କରାଯାଇଛି । ଏହି ଟିମ ଶିମିଳିପାଳ ଉତ୍ତରରେ ଥିବା ଜଶୀପୁର ଡେପୁଟି ଡାରେକ୍ଟଟର…

ହୁ ହୁ ହୋଇ ଜଳୁଛି ବେଗୁନିଆ କାଜୁ ଜଙ୍ଗଲ, ଲକ୍ଷ ଲକ୍ଷ ଟଙ୍କାର କାଜୁ ଗଛ ନଷ୍ଟ

ବେଗୁନିଆ: ହୁ ହୁ ହୋଇ ଜଳୁଛି ବେଗୁନିଆ କାଜୁ ଜଙ୍ଗଲ । ନିଆଁର ଆଁରେ ଜଳି ପୋଡି ପାଉଁଶ ହୋଇ ଗଲାଣି ଶହଶହ କାଜୁ ଗଛ । କାଜୁ ଗଛରେ ଫୁଲ ଫଳ ଆସିବା ସମୟରେ ଏପରି ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷ ଲକ୍ଷ ଟଙ୍କା ନଷ୍ଟ ହୋଇଛି । ତେଣେ ନିଆଁର ପ୍ରକୋପରେ ଆଖପାଖ ଗାଁ ଗଣ୍ଡାରେ ଲୋକଙ୍କ ରହିବା ବି ମୁସ୍କିଲ ।…

ଢେଙ୍କାନାଳ ପାଣିଓହଳା ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି, ଲିଭାଇବାକୁ ଜୋରଦାର ଉଦ୍ୟମ

ଢେଙ୍କାନାଳ (କେ ନ୍ୟୁଜ୍‌) : ଢେଙ୍କାନାଳ ସହର ନିକଟରେ ଥିବା ପାଣିଓହଳା ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ । ନିଆଁ ହୁହୁ ହୋଇ ସାରା ଜଙ୍ଗଲକୁ ବ୍ୟାପି ଯାଇଛି । ଜଙ୍ଗଲ ବିଭାଗ ଏବଂ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି ।  ତେବେ ଏହି ନିିଆଁ କେମିତି ଲାଗିଲା ତାହା ଜଣାପଡ଼ି…