Below header

କେନ୍ଦୁଝର: ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ଝାରବେଡା ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ପଡିଲା ମହଙ୍ଗା, ୩ ଗିରଫ

କେନ୍ଦୁଝର: କେନ୍ଦୁଝର ଝାରବେଡା ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୩ ଗିରଫ । ବନ ବିଭାଗ ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଗତକାଲି ସଂଧ୍ୟାରେ ତେଲକୋଇ ଥାନା ନମକାନୀ ଗାଁର ଯୁଗଳ ଜୁଆଙ୍ଗ, ରଞ୍ଜନ ଜୁଆଙ୍ଗ ଓ ଗୋବର୍ଦ୍ଧନ ଜୁଆଙ୍ଗ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଇଥିଲେ । ଫରେଷ୍ଟ ବିଟ୍‌ କର୍ମଚାରୀ ପେଟ୍ରୋଲିଙ୍ଗରେ ଯାଉଥିବା ବେଳେ ଏମାନଙ୍କୁ ଗିରଫ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.