ସୁନ୍ଦରଗଡ: ଗୋଟିଏ ପରିବାରର ଚାରି ଜଣଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ

ସୁନ୍ଦରଗଡ: ଓଡିଶା- ଝାରଖଣ୍ଡ ସୀମାନ୍ତ ସିମଡେଗା ଅଂଚଳର କୁରୁଡେଗ ଥାନା ଅଧିନସ୍ଥ ମହୁରା ଡ଼ିହି ଗାଁରେ ଏକ ଜଘନ୍ୟ ହତ୍ୟା କାଣ୍ଡ ଘଟି ଯାଇଛି ।  ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି । ଘଟଣା ସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଦେଇଥିବା ବେଳେ ଜମି ବାଡ଼ି ବିବାଦ ଓ ମହୁଲ ଗୋଟାକୁ କେନ୍ଦ୍ର କରି ଏପରି ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.