School Meal Controversy: ଦରମା ନମିଳିବାରୁ ଆସିଲେନି ପାଚିକା, ଶିକ୍ଷୟିତ୍ରୀ ପରଷିଲେ ଚୁଡ଼ା-ଚିନି
ମଧ୍ୟାହ୍ନ ଭୋଜନରୁ ଭାତ ଗାଏବ୍ ! ସ୍କୁଲରେ ପିଲାଙ୍କ ଥାଳିରେ ଚୁଡ଼ା-ଚିନି ! ୧୦ ମାସର ଦରମା ନମିଳିବାରୁ ଆସିଲେନି ପାଚିକା ଥାଳି ପଡ଼ିଲା, ପିଲା ବି ବସିଲେ ।ହେଲେ ଥାଳିରେ ନାହିଁ ଭାତ, ଡାଲି କି ତରକାରୀ। ମଧ୍ୟାହ୍ନ ଭୋଜନ ବଦଳରେ ପିଲା ଖାଉଛନ୍ତି ନୂଆ ଆଇଟମ୍ ଚୁଡା-ଚିନି। କାରଣ ଆଜି ରୋଷେଇ…