ସାଇକେଲକୁ ପିଟିଦେଲା କାର, ୨ ମୃତ

ସାଇକେଲକୁ ପିଟିଦେଲା କାର, ୨ ମୃତ। ସୁନ୍ଦରଗଡ଼ ବଡ଼ଗାଁ ଥାନା ଝାରମୁଣ୍ଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକ ଦୁଇ ଜଣ ଜରଙ୍ଗଲୋଇ ବସ୍ତିର କ୍ଷୀରୋଦ ପୃଷେଠ ଏବଂ ସମ୍ବାରୁ ସାହୁ ।

ସୁନ୍ଦରଗଡ଼ (କେନ୍ୟୁଜ): ସାଇକେଲକୁ ପିଟିଦେଲା କାର, ୨ ମୃତ। ସୁନ୍ଦରଗଡ଼ ବଡ଼ଗାଁ ଥାନା ଝାରମୁଣ୍ଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକ ଦୁଇ ଜଣ ଜରଙ୍ଗଲୋଇ ବସ୍ତିର କ୍ଷୀରୋଦ ପୃଷେଠ ଏବଂ ସମ୍ବାରୁ ସାହୁ । ଦୁର୍ଘଟଣା ଘଟାଇ କାର୍ ଡ୍ରାଇଭର ଫେରାର ହୋଇଯାଉଥିବାବେଳେ ଜଗତଗଡ଼ ନିକଟରେ ଗୋଡାଇ ଧରିଲେ ଲୋକେ। ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। କାରଟି ରାଉରକେଲାରୁ ସୁନ୍ଦରଗଡ଼ ଆସୁଥିବାବେଳେ ଏହି ଦୁର୍ଘଟଣା ଘଟାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.