Below header

ଓଡ଼ିଶାରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଛୁଇଁଲା

କେନ୍ୟୁଜ(ବ୍ୟୁରୋ):ଓଡ଼ିଶାରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ। ୪ ଜଣଙ୍କ ନମୂନାରେ କରୋନା ପଜିଟିଭ। ନୂଆ ୪ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଛୁଇଁଲା । ୫୪ ଆକ୍ରାନ୍ତ ମଧ୍ୟରୁ ଆକ୍ଟିଭ କେସ୍ ୪୧। ସୁସ୍ଥ ହୋଇଛନ୍ତି ୧୨ ଏବଂ ଜଣଙ୍କର ମୃତ୍ୟୁ ହୋଇଛି। ନୂଆ ୪ ଆକ୍ରାନ୍ତ କେଉଁ ଅଞ୍ଚଳର କିମ୍ବା କେଉଁ ଜିଲ୍ଲାର ତାହା ସ୍ପଷ୍ଟ କରିନାହିଁ ସ୍ୱାସ୍ଥ୍ୟବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.