Below header

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ, ୪ ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ବର: ଆଜି ବସିଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଯାହା ଶେଷ ହୋଇଛି । ତେବେ ୪ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଓଡ଼ିଶା GST ଆଇନ ସଂଶୋଧନ ବିଲ୍‌କୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ପଞ୍ଜିକୃତ ଟିକସଦାତା ଉପକୃତ ହେବେ ।

ଓଡ଼ିଶା ଲୋକାଲ ଫଣ୍ଡ ଅଡିଟ୍‌ ଆକ୍ଟରେ ସଂଶୋଧନ । ପାଣ୍ଠି ସମୀକ୍ଷାରେ ଡିଜିଟାଲ ପଦ୍ଧତି ଅବଲମ୍ବନ କରାଯିବ । ସୁବର୍ଣ୍ଣରେଖା ନଦୀରେ ହାଇଲେଭଲ ବ୍ରିଜ୍‌ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ । ବାଲିଆପାଳ-ଭୋଗରାଇ ବ୍ଲକକୁ ଏହା ସଂଯୋଗ କରୁଛି । ୯୯୩.୧୨ମିଟର ଲମ୍ବା ପୋଲ ନିର୍ମାଣକୁ ମଞ୍ଜୁରୀ । ୩୦ ମାସ ଭିତରେ ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ । ସେତୁ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୧୩୮କୋଟି ୪୭ଲକ୍ଷ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.