Below header

ଓଡ଼ିଶାର ଚାରି ଜଣ ଶିକ୍ଷକଙ୍କୁ ମିଳିଲା ଜାତୀୟ ଶିକ୍ଷକ ପୁରସ୍କାର

ଦିଲ୍ଲୀ ବିଜ୍ଞାନ ଭବନରେ ଏକ ଉତ୍ସବରେ ଏମାନଙ୍କୁ ପୁରସ୍କାରରେ ସମ୍ମାନିତ କରା ଯାଇ ଥିଲା । ପୁରସ୍କାରପ୍ରାପ୍ତ ଶିକ୍ଷକ ମାନେ ହେଲେ ସୁନୀତା ସିଂହ, ରବି ନାରାୟଣ ସାହୁ, ଶଶି ଶେଖର କର ଶର୍ମା ଓ ସୁଭାଷ ରାଉତ ।

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶାର ଚାରି ଜଣ ଶିକ୍ଷକଙ୍କୁ ମିଳିଲା ଜାତୀୟ ଶିକ୍ଷକ ପୁରସ୍କାର । ଦିଲ୍ଲୀ ବିଜ୍ଞାନ ଭବନରେ ଏକ ଉତ୍ସବରେ ଏମାନଙ୍କୁ ପୁରସ୍କାରରେ ସମ୍ମାନିତ କରା ଯାଇ ଥିଲା । ପୁରସ୍କାରପ୍ରାପ୍ତ ଶିକ୍ଷକ ମାନେ ହେଲେ ସୁନୀତା ସିଂହ, ରବି ନାରାୟଣ ସାହୁ, ଶଶି ଶେଖର କର ଶର୍ମା ଓ ସୁଭାଷ ରାଉତ ।

ଶିକ୍ଷକମାନେ ତାଙ୍କର ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ପୁରସ୍କାର ପାଇଥିବା କହିଛନ୍ତି । ଶିକ୍ଷକ ରବି ନାରାୟଣ ସାହୁ ଓ ଶଶିଶେଖର କରଶର୍ମା ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ କିଟ ଓ କିସ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଭୂୟସୀ ପ୍ରସଂଶା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.