Below header

ମହାକାଳପଡ଼ା କୁସୁନପୁର ଠାରେ ଓଲଟିଲା ଚିଙ୍ଗୁଡ଼ି ବୋଝେଇ ପିକଅପ ଭ୍ୟାନ୍, ରାସ୍ତାରୁ ଗୋଟାଇ ନେଇଗଲେ ଲୋକେ

ମହାକାଳପଡ଼ା: ରାସ୍ତାରୁ ଚିଙ୍ଗୁଡ଼ି ଗୋଟାଇଲେ ଲୋକେ । ମହାକାଳପଡ଼ା କୁସୁନପୁର ଠାରେ ଏଭଳି ସ୍ଥିତି ଆଜି ଦେଖିବାକୁ ମିଳିଛି । ଆଜି ସକାଳେ ଏକ ଚିଙ୍ଗୁଡ଼ି ବୋଝେଇ ପିକ୍‌ ଅପ ଭ୍ୟାନ ଓଲଟିଯାଇଥିଲା । ରାସ୍ତାରେ ଚିଙ୍ଗୁଡ଼ି ବିଛେଇ ହୋଇ ପଡ଼ିଥିବା ବେଳେ ଲୋକମାନେ ଏହାକୁ ଗୋଟାଇ ନେଇ ଯାଉଥିବା ଦେଖିବାକୁ ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.