Below header

କୋରାପୁଟ: ପଟ୍ଟାଙ୍ଗି ପୋଲିସ ଦ୍ବାରା ଗଂଜେଇ ଜବତ, ମାରୁତି ଏଟ୍ରିକା କାର ସହ ୨ ଅଟକ

କୋରାପୁଟ(କେନ୍ୟୁଜ୍): ପଟାଙ୍ଗି ଗଣେଶ ମନ୍ଦିର ନିକଟରେ ଯାନ ବାହନ ଯାଞ୍ଚ ସମୟରେ ଏକ ଏଟିକା କାରରେ ୨୭କେଜି୭୦୦ଗ୍ରାମ ଗଞ୍ଜେଇ ଜବତ  କରାଯାଇଛି।  କାର ନଂOD10L5721କୁ ଯାଞ୍ଚ କରିବା ସମୟରେ ଏକ ନାଲି ରଙ୍ଗର ଏୟାର ବ୍ୟାଗରେ ତିନୋଟି ବଣ୍ଡଲ ଏବଂ କଳା ରଙ୍ଗର ଏୟାର ବ୍ୟାଗରେ ଚାରି ବଣ୍ଡଲ ପ୍ୟାକେଟରେ ଗଂଜେଇ ଥିବା ଜଣାପଡିଥିଲା।  ମୋଟ୨୭କେଜି୭୦୦ଗ୍ରାମ ଗଞ୍ଜେଇକୁ ପୋଲିସ ଦ୍ବାରା ଜବତ କରାଯାଇଛି। ଏହି ଘଟଣାରେ ସୁନାବେଡ଼ା ଥାନା ଅଞ୍ଚଳର ୩୨ ବର୍ଷିୟ ଟି. ସିଭ କୁମାର ଏବଂ ପଟାଙ୍ଗି ଥାନା ଅଞ୍ଚଳର ୨୭ ବର୍ଷ ବୟସ୍କ ଟୁନା ବିନ୍ଧାଣିକୁ ଗିରଫ କରିଛି ପୋଲିସ । ଗଞ୍ଜେଇ ଓଜନ ସମୟରେ ମାଜିଷ୍ଟ୍ରେଟ ଦାଇତ୍ୱରେ ସ୍ଥାନୀୟ ବିଡ଼ିଓ କରୁଣା କର ପ୍ରଧାନ ଉପସ୍ଥିତ ରହିଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.