Below header

୨୦ ଲକ୍ଷ ଟଙ୍କାର ଗଞ୍ଜେଇ ସହିତ ୩ ମାଫିଆଙ୍କୁ ଗିରଫ କଲା ମାଲକାନଗିରି ଅର୍କେଲ ପୋଲିସ

ମାଲକାନଗିରି(କେନ୍ୟୁଜ୍) : ମାଲକାନଗିରି ଜିଲ୍ଲାରୁ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ। ଏହି ଘଟଣାରେ ୨୦୪ କିଲୋ ଗଞ୍ଜେଇ ଜବତ ହୋଇଛି। ୩ ଜଣ ମାଫିଆଙ୍କୁ ଗିରଫ କରିଛି ଅର୍କେଲ ପୋଲିସ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ। ଗତ କିଛି ଦିନ ହେବ ମାଲକାନଗିରି ଜିଲ୍ଲାରେ ବହୁଳ ଭାବରେ ବଢ଼ି ଚାଲିଛି ବେଆଇନ୍‌ ଗଞ୍ଜେଇ କାରବାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.