ବିଜେଡି ଛାଡିଲେ ଢେଙ୍କାନାଳର ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ

ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି ରାଜେଶ କୁମାର ଦେହୁରୀ । ସେ ବିଗତ ୬ବର୍ଷ ହେଲା ବିଜେଡିରେ ସଂଗଠନ ଦାୟିତ୍ୱରେ ରହିବା ସହ ଦଳକୁ ତୃଣମୂଳ ସ୍ତରରେ ସୁଦୃଢ କରୁଥିଲେ ।

ଢେଙ୍କାନାଳ(କେନ୍ୟୁଜ୍‌): ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି ରାଜେଶ କୁମାର ଦେହୁରୀ । ସେ ବିଗତ ୬ବର୍ଷ ହେଲା ବିଜେଡିରେ ସଂଗଠନ ଦାୟିତ୍ୱରେ ରହିବା ସହ ଦଳକୁ ତୃଣମୂଳ ସ୍ତରରେ ସୁଦୃଢ କରୁଥିଲେ । ଦଳର ସଙ୍ଗଠନିକ କାମରେ ଥିଲେ । ତାଙ୍କ ସହ ମକୁଆ କାଟେଣି ସରପଞ୍ଚ ଦିପା ମଞ୍ଜରି ସାହୁ,ବାମ ପଞ୍ଚାୟତର ସମିତି ସଭ୍ୟ ଲକ୍ଷ୍ମି ହେସାଙ୍କ ସମେତ ୩୦ରୁ ୩୫ ଜଣ ଦଳୀୟ କର୍ମୀ ଓ ପଦାଧିକାରି ଦଳରୁ ଇସ୍ତଫା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.