Below header

ନୂଆବର୍ଷ ପାଇଁ ଘଟଗାଁ ମା’ ତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ, ସୁନାବେଶରେ ଦର୍ଶନ ଦେଉଛନ୍ତି ମା’

ଘଟଗାଁ(କେନ୍ୟୁଜ୍) : ନୂଆବର୍ଷ ପାଇଁ ଘଟଗାଁ ମା’ ତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ସକାଳୁ ମା’ଙ୍କ ବିଶେଷ ପୂଜା ନୀତି ସହ ପୂଜାର୍ଚ୍ଚନା କରାଯାଇଥିଲା । ଆଜି ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ମା’ । ତେଣୁ ମା’ଙ୍କୁ ଦର୍ଶନ କରିବା ପାଇଁ କାହିଁ ଦୂର ଦୂରାନ୍ତରୁ ଭକ୍ତଙ୍କ ସମାଗମ ହେଉଛି । ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପରିସରରେ ବ୍ୟାରିକେଟ୍‌ର ବ୍ୟବସ୍ଥା କରାଯାଇଛି । ଏହା ସହ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଆଜି ଭକ୍ତଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ଘଟଗାଁର ପ୍ରସିଦ୍ଧ ନଡ଼ିଆ କୋରା ବଣ୍ଟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.