Below header

ଭୁବନେଶ୍ୱର : ବିମାନ ବନ୍ଦରରେ ମହିଳାଙ୍କ ନିକଟରୁ ୩୩ ଲକ୍ଷ ଟଙ୍କାର ସୁନା ଜବତ

ଭୁବନେଶ୍ୱର : ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ସୁନା ଜବତ । ଚାଲାଣ ବେଳେ ୩୩ ଲକ୍ଷ ଟଙ୍କାର ସୁନା ଜବତ କରିଛି କଷ୍ଟମସ୍‌ ବିଭାଗ । ମହାରାଷ୍ଟ୍ରର ଜଣେ ମହିଳାଙ୍କ ଠାରୁ ୯୫୯ ଗ୍ରାମ ଓଜନର ସୁନା ଜବତ ହୋଇଛି। ଏୟାର ଇଣ୍ଡିଆ ବିମାନରେ ସେ ଦିଲ୍ଲୀରୁ ଆସିଥିଲୋ । ଲଗେଜ ବ୍ୟାଗରେ ରଖିଥିଲେ ୯୫୯ ଗ୍ରାମ ଓଜନର ସୁନା ବାର୍‌ । ସେହିପରି ୧ ଲକ୍ଷ ୨୨ ହଜାର ଟଙ୍କାର ସିଗାରେଟ ମଧ୍ୟ ଜବତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.