ବରଗଡ଼ ସମରଧରା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ବରଗଡ଼ ସମରଧରା ନିକଟସ୍ଥ ACC ରେଲୱେ ଟ୍ରାକରୁ ମାଲବାହୀ ଟ୍ରେନ ଲାଇନଚ୍ୟୁତ । ମେଡାପାଲି ନିକଟରେ ଲାଇନଚ୍ୟୁତ ହୋଇଛି ଟ୍ରେନ । ବରଗଡ଼ ଜିଲା ଡୁଙ୍ଗୁରୀ ଚୁନପଥର ଖଣିରୁ ବରଗଡ଼ ଯାଉଥିବା ଚୂନ ପଥର ମାଲବାହି ଟ୍ରେନ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ।

ବରଗଡ଼(କେନ୍ୟୁଜ): ବରଗଡ଼ ସମରଧରା ନିକଟସ୍ଥ ACC ରେଲୱେ ଟ୍ରାକରୁ ମାଲବାହୀ ଟ୍ରେନ ଲାଇନଚ୍ୟୁତ । ମେଡାପାଲି ନିକଟରେ ଲାଇନଚ୍ୟୁତ ହୋଇଛି ଟ୍ରେନ । ବରଗଡ଼ ଜିଲା ଡୁଙ୍ଗୁରୀ ଚୁନପଥର ଖଣିରୁ ବରଗଡ଼ ଯାଉଥିବା ଚୂନ ପଥର ମାଲବାହି ଟ୍ରେନ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ।

ବରଗଡ଼ ଏସିସି ସିମେଣ୍ଟ କାରଖାନାକୁ ଚୂନ ପଥର ନେଇ ଯାଉଥିଲା ଟ୍ରେନ । ହୁଇଲ ଛିଣ୍ଡି ଯିବା ଯୋଗୁଁ 5 ଟି ଡବା ଓଲଟି ଯାଇଛି । ଦୁର୍ଘଟଣା ରେ କେହି ଆହତ ହୋଇନଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.