Below header

ରାଜ୍ୟର କଳାକାର ମାନଙ୍କ ପାଇଁ ଖୁସି ଖବର, ଆଗୁଆ ଦିଆଯିବ ୪ମାସର ଭତ୍ତା, ଘୋଷଣା କଲେ ରାଜ୍ୟ ସରକାର

କେନ୍ୟୁଜ(ବ୍ୟୁରୋ): ରାଜ୍ୟର କଳାକାର ମାନଙ୍କ ପାଇଁ ଖୁସି ଖବର । ଆଗୁଆ ଦିଆଯିବ ୪ମାସର ଭତ୍ତା । ମାର୍ଚ୍ଚ ଏପ୍ରିଲ,ମେ ଓ ଜୁନର ମାସର ଦିଆଯିବ ଭତ୍ତା  । ଉପକୃତ ହେବେ ୩୪ ହଜାର ୬୫୩ କଳାକାର । ୧୬ କୋଟି ୬୩ ଲକ୍ଷ ୩୪ ହଜାର ଟଙ୍କା ଭତ୍ତା ମାଧ୍ୟମରେ ଦିଆଯିବ । ସୂଚନା ଦେଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.