ମହାନଦୀ ପାର ହୋଇ ଆଠଗଡ଼ ବନଖଣ୍ଡକୁ ଫେରିଲେ ୧୨ଟିକିଆ ହାତୀପଲ

ଆଠଗଡ଼(କେନ୍ୟୁଜ୍): ଆଠଗଡ଼ରେ ବଣୁଆ ହାତୀ । ଚନ୍ଦକା ଅଭୟାରଣ୍ୟରୁ ସକାଳୁ ମହାନଦୀ ପାର ହୋଇ ଆଠଗଡ଼ ବନଖଣ୍ଡ ମଧ୍ୟରେ ହାତୀ ପଲ ପ୍ରବେଶ କରିଛନ୍ତି । ଆଠଗଡ଼ରେ ହାତୀ ପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ହାତୀଙ୍କ ଉପଦ୍ରବ ଯୋଗୁ ପ୍ରାୟ ତିନି ଘଣ୍ଟାରୁ ଅଧିକ ସମୟ ରାସ୍ତା ବନ୍ଦ ରହିଥିଲା । ହାତୀ ପଲ ପଶିଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

 

Leave A Reply

Your email address will not be published.