Below header
Browsing Tag

elephant violence

କରଞ୍ଜିଆ ଉପଖଣ୍ଡରେ ୨୩ ଟିକିଆ ହାତୀପଲଙ୍କ ଉତ୍ପାତ, ଆତଙ୍କିତ ଅବସ୍ଥାରେ ୫୦ରୁ ଉର୍ଦ୍ଧ୍ୱ ଗାଁ ଲୋକେ

କରଞ୍ଜିଆ(କେନ୍ୟୁଜ): ୨୩ ଟିକିଆ ହାତୀପଲଙ୍କ ଆତଙ୍କ । କରଞ୍ଜିଆ ଉପଖଣ୍ଡରେ ୨୩ ଟିକିଆ ହାତୀପଲଙ୍କ ଉତ୍ପାତ । ହାତୀଙ୍କ ଉତ୍ପାତ ଯୋଗୁ କରଞ୍ଜିଆ, ଶୁକୃଳି, ରରୁଆ ବ୍ଳକରେ ୫୦ରୁ ଉର୍ଦ୍ଧ୍ୱ ଗାଁ ଆତଙ୍କିତ ଅବସ୍ଥାରେ ଅଛନ୍ତି । ହାତପଲ ଦିନବେଳେ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଗାଁ ମୁହାଁ…

ରାଇରଙ୍ଗପୁର ବନଖଣ୍ଡ ବିଶୋଇ ଅଞ୍ଚଳରେ ୧୧ ଟିକିଆ ହାତୀପଲଙ୍କ ଉପଦ୍ରବ, ବ୍ୟାପକ ଧାନ ଫସଲ ଖାଇ ନଷ୍ଟ

ରାଇରଙ୍ଗପୁର(କେନ୍ଯୁଜ୍): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ବିଶୋଇ ଅଞ୍ଚଳରେ ୧୧ ଟିକିଆ ହାତୀପଲଙ୍କ ଉପଦ୍ରବ । ମଣଦା ରେଞ୍ଜ ଅନ୍ତର୍ଗତ ଲୁହାବାଳିଆ, ଜାମିରଡିହା ଓ ଜୁଡିଆ ଗାଁରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ବାରିପଦା ପଟୁ ହାତୀପଲ ଆସି ବ୍ୟାପକ ଧାନ ଫସଲ ଖାଇ ନଷ୍ଟ କରିଛନ୍ତି…

ନୀଳଗିରିରେ ଦନ୍ତା ଆତଙ୍କ, ବାଣ ଫୁଟାଇ ଜଙ୍ଗଲକୁ ଘଉଡାଇଲା ବନବିଭାଗ

ବାଲେଶ୍ୱର(କେନ୍ଯୁଜ୍): ନିଦ ହଜାଇଛି ଦନ୍ତା। ଝାଡ଼ଖଣ୍ଡ ଦଲମା ଅଭୟାରଣ୍ୟରୁ ମୟୂରଭଞ୍ଜ ଦେଇ ବାଲେଶ୍ୱର ଜିଲା ନୀଳଗିରିକୁ ପାଇଲଟ ଦନ୍ତା ଖସି ଆସିଛି। ଦିନରେ ତିନିକୋଶିଆ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଗାଁରେ ପଶୁଥିବା ଦେଖିବାକୁ ମିଳିଛି । ଫଳରେ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଛି…

ବଣାଇ ରେଞ୍ଜ ବଡପୋଷ ଗାଁରେ ପଶିଲା ମାଇ ହାତୀ: ବିଦ୍ୟୁତ ସରବରାହ ବନ୍ଦ, କରାଯାଉଛି ଟ୍ରାକିଂ

ବଣାଇ(କେନ୍ଯୁଜ୍) : ଗାଁ ମଝିରେ ହାତୀ। ଗ୍ରାମବାସୀ ଭୟଭୀତ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ବଡପୋଷ ଗାଁ ମଝିରେ ମାଇ ହାତୀ ପଶିଥିବାରୁ ଗାଁ ଲୋକ ଭୟଭୀତ ହୋଇଛନ୍ତି। କୁଳିପୋଷ ରେଞ୍ଜର ସାନଜଲ ଗାଁ ଆଡୁ ଏକ ମାଇ ହାତୀ ରାତିରେ ବଡପୋଷ ଗାଁ ମଝିରେ ପଶିଥିଲା। ବଣାଇ ରେଞ୍ଜର, ଫରେଷ୍ଟର ଓ…

ଗଜପତି ଚନ୍ଦ୍ରଗିରି ବନାଞ୍ଚଳର ବିଭିନ୍ନ ଗାଁରେ ହାତୀ ଉପଦ୍ରବ

ମୋହନା:  ଗତ ୩ ଦିନ ଧରି ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳର ବଡପଦା, ସିନ୍ଧବା, ତମ୍ପା, କୁମୁଟି ପଙ୍କାଳ ଏସବୁ ଗାଁ ଗୁଡିକରେ ଜଙ୍ଗଲୀ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ହାତୀପଲରେ ୪ଟି ଛୁଆ, ଦୁଇଟି ଦନ୍ତା ଏବଂ ୯ଟି ମାଇଁହାତୀ ରହିଥିବା ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ସୂଚନା…

କନ୍ଧମାଳ ତୁମୁଡିବନ୍ଧ ଅଞ୍ଚଳରେ ଦୁଇ ବଣୁଆ ହାତୀଙ୍କ ଉପଦ୍ରବ, ରାସ୍ତା ଭୁଲି ଆସିଥିବା ଅନୁମାନ

କନ୍ଧମାଳ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଅଞ୍ଚଳରେ ବଣୁଆ ହାତୀ ଉପଦ୍ରବ। ତୁମୁଡିବନ୍ଧ ରେଞ୍ଜ ବେନାରବାଲ ଠାରେ ୫୯ନଂ ଜାତୀୟ ରାଜପଥ ପାରି ହୋଇ ଜଙ୍ଗଲରେ ବୁଲୁଛନ୍ତି ଦୁଇଟି ହାତୀ । ବେନାରବାଲ ଗାଁ ମୁଖ୍ୟରାସ୍ତାରେ ସ୍ଥାନୀୟ ବାସିନ୍ଦା ରାସ୍ତା ଅତିକ୍ରମ କରି ଯାଉଥିବା ବେଳେ ହୋହଲା କରିବାରୁ…

କଟକ ହରିଡାପାଳ ଗାଁରେ ବଣୁଆ ହାତୀପଲଙ୍କ ଆତଙ୍କ: ଘର ଭାଙ୍ଗିବା ସହ କଲେ ଆକ୍ରମଣ, ୩ ଆହତ

ଚୌଦ୍ବାର: ଦିନକୁ ଦିନ ହାତୀପଲଙ୍କ ଉତ୍ପାତ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକ ହରିଡ଼ାପାଳ ଗ୍ରାମରେ । କଟକ ବନଖଣ୍ଡ ଅଧୀନ ଡାଳିଯୋଡା ରେଞ୍ଜ ଅନ୍ତର୍ଗତ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍‌ର କରଂଜି ପଂଚାୟତ ସ୍ଥିତ ହରିଡ଼ାପାଳ ଗ୍ରାମରେ ଗତକାଲି ରାତି…

କରଞ୍ଜିଆ ଉପଖଣ୍ଡରେ ହାତୀ ଉପଦ୍ରବ: ୨୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କଲେ ଅସନ୍ତୋଷ ଗ୍ରାମବାସୀ

କରଞ୍ଜିଆ : କରଞ୍ଜିଆ ଉପଖଣ୍ଡରେ ଚିନ୍ତା ବଢ଼େଇ ଦେଇଛି ହାତୀ ଉପଦ୍ରବ। କେତେ ବେଳେ ଧାନ ଫସଲ ନଷ୍ଟ କରୁଛନ୍ତି ଆଉ କେତେ ବେଳେ ଘର ଭାଙ୍ଗୁଛନ୍ତି ୨୪ଟିକିଆ ହାତୀପଲ । ଏବେ କରଞ୍ଜିଆ ଉପଖଣ୍ଡରେ ମୁଖ୍ୟ ସମସ୍ୟା ଭାବରେ ଦେଖା ଦେଇଛି ହାତୀ ଉପଦ୍ରବ। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡକୁ ବର୍ଷରେ…

କଳାହାଣ୍ଡି ଲାଞ୍ଜିଗଡ଼ରେ ପୁଣି ଗଜରାଜଙ୍କ ଉପଦ୍ରବ: ଘର ଓ ବୋରୱଲ ଭାଙ୍ଗିବା ସହ ଧାନ,ମାଣ୍ଡିଆ ନଷ୍ଟ କଲେ ଜଙ୍ଗଲୀ…

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବନବିଭାଗ ଅନ୍ତର୍ଗତ କୁଟିଙ୍ଗ ପଦର ଅଞ୍ଚଳରେ ଦେଖାଦେଇଛି ପୁଣି ଜଙ୍ଗଲୀ ହାତୀ ଉପଦ୍ରବ। ନିକଟସ୍ଥ ହାତୀଶାଳ ସଂରକ୍ଷିତ ଜଙ୍ଗଲରୁ ଦୁଇ ଗୋଟି ହାତୀ ଆସି କୁଟିଙ୍ଗ ପଦର ଗ୍ରାମର ଡଲାପଡ଼ାରେ ଥିବା ରବି ମାଝୀଙ୍କ ଘର ଭାଙ୍ଗିବା ସହ ବାଡ଼ିରେ ଥିବା କଦଳୀ…

ସୁବର୍ଣ୍ଣପୁର ଉଲୁଣ୍ଡା ଅଂଚଳରେ ବଢିବାରେ ଲାଗିଛି ହାତୀଙ୍କ ପ୍ରାଦୁର୍ଭାବ: ସପ୍ତାହକ ଭିତରେ ଭାଙ୍ଗି ସାରିଲେଣି ୫ ବଖରା…

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ଜଉଁରା ଭଉଁରା ପଂଚାୟତର ଅଗନା ଅଗନି ଜଙ୍ଗଲ ଭିତରେ ରହିଥିବା ହତୀ ପାହୁଲ ଗାଁର । ଗାଁର ଉଗ୍ରେସେନ ଭୋଇ ଏବଂ ତାଙ୍କର ଦୁଇ ବଡ ପୁଅ ଧାନ ଜଗିବାକୁ ସିହାସନ ଜଙ୍ଗଲରେ ଥିବା ବିଲକୁ ଯାଇଥିଲେ । ହାତୀ ଘଉଡାଇଲାବେଳେ ହାତୀ ହାବୁଡରେ…

ଆଠଗଡ଼ ମୁଣ୍ଡୁଳି ରାସ୍ତାରେ ହାତୀ ଆତଙ୍କ, ୫ ଦିନ ହେବ ଅବରୋଧ କରିଛନ୍ତି ରାସ୍ତା

ଆଠଗଡ଼ : ଆଠଗଡ଼ ମୁଣ୍ଡୁଳି ରାସ୍ତାରେ ହାତୀ ଆତଙ୍କ । ପ୍ରାୟ ୫ ଦିନ ହେବ ହାତୀପଲ ରାସ୍ତା ଅବରୋଧ କରିଛନ୍ତି । ଆଠଗଡ଼ ବନଖଣ୍ଡରେ ୨୦ରୁ ଅଧିକ ହାତୀ ପହଞ୍ଚିଛନ୍ତି । ବନବିଭାଗ ପକ୍ଷରୁ ହାତୀ ଘଉଡେଇବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ରାସ୍ତାରେ ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖିନ…

ଯାଜପୁର: କୋରେଇ ଅଞ୍ଚଳରେ ହାତୀ ଉପଦ୍ରବ, ଖଳାରୁ ଧାନ ଖାଇବା ସହିତ ଉତ୍ପାତ କରୁଛି ହାତୀ

ଯାଜପୁର କୋରେଇ ଅଞ୍ଚଳରେ ହାତୀ ଉପଦ୍ରବ । ପଛିକୋଟ ଡିପିଏଫ୍‌ର କୋରାବନ୍ଦୀ ଜଙ୍ଗଲ ନିକଟ ଗାଁରେ ପସି ଖଳାରୁ ଧାନ ଖାଇବା ସହିତ ହାତୀ ଉତ୍ପାତ କରିଥିଲା । ଟମକା ଅଞ୍ଚଳରୁ ହାତୀ ପଳାଇ ଆସିଥିବା ଜଣାପଡିଛି । ଗତକାଲି କଣ୍ଟାଝରୀ ଓ ନୁଗୁଆଁ ଗାଁରେ ପସିବାରୁ ରାତିରେ ସ୍ଥାନୀୟ ଲୋକେ ତାକୁ…