Below header

ରାଜଧାନୀ ସରକାରୀ କ୍ୱାର୍ଟର୍ସରେ ବନ୍ଧୁକ କାରଖାନା

ଭୁବନେଶ୍ୱର (କେ ନ୍ୟୁଜ୍‌) : ସରକାରୀ ବାସଭବନରେ ବନ୍ଧୁକ କାରଖାନା। ତାହା ପୁଣି ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ । ଗତକାଲି ରାତିରେ ପୋଲିସର ଚଢ଼ାଉ ପରେ ଘଟଣାର ପର୍ଦ୍ଦାଫାସ ହୋଇଛି । ଅଭିଯୁକ୍ତ ଜଣକ ହେଲେ ଓୟୁଏଟି ମେଣ୍ଟେନାନ୍ସ ବିଭାଗର ସୁପରଭାଇଜର ନୃସିଂହ ନାୟକ । ଦୀର୍ଘ ଦିନ ହେବ ସେ ଏଠାରେ ବନ୍ଧୁକ ଏବଂ ବୋମା ତିଆରି କରୁଥିଲେ । ତାଙ୍କ ଘରେ ଚଢ଼ାଉ ପରେ ଘର ଭିତରୁ ୩ଟି ଅର୍ଦ୍ଧ ନିର୍ମିତ ବନ୍ଧୁକ, ବୋମା, ବାରୁଦ ସମେତ ବନ୍ଧୁକ ତିଆରି ଯନ୍ତ୍ରପାତି ଜବତ କରିଛି ପୋଲିସ ।

GUN FACTORY-2

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.