Below header

୩ ବନ୍ଧୁକ ଚୋରାଚାଲାଣକାରୀଙ୍କୁ ଗିରଫ କଲା ପୋଲିସ, ୨ଟି ଦେଶୀ ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ

ବେଆଇନ ବନ୍ଧୁକ ଚୋରାଚାଲାଣ ନେଇ ସମ୍ବଲପୁର ପୋଲିସକୁ ସଫଳତା। ୩ ବନ୍ଧୁକ ଚୋରାଚାଲାଣକାରୀଙ୍କୁ ଗିରଫ କଲା ପୋଲିସ। ୨ଟି ଦେଶୀ ବନ୍ଧୁକ ଓ ୫ ରାଉଣ୍ଡ ଜୀବନ୍ତ ଗୁଳି ଜବତ ।

ବେଆଇନ ବନ୍ଧୁକ ଚୋରାଚାଲାଣ ନେଇ ସମ୍ବଲପୁର ପୋଲିସକୁ ସଫଳତା। ୩ ବନ୍ଧୁକ ଚୋରାଚାଲାଣକାରୀଙ୍କୁ ଗିରଫ କଲା ପୋଲିସ। ୨ଟି ଦେଶୀ ବନ୍ଧୁକ ଓ ୫ ରାଉଣ୍ଡ ଜୀବନ୍ତ ଗୁଳି ଜବତ । ଧନୁପାଲି ଥାନା ସୁନାପାଲି ଅଞ୍ଚଳରୁ ଦେଶୀ ବନ୍ଧୁକ ଓ ଗୁଳି ସହ ଗୋଟିଏ କାର, ମୋବାଇଲ ଫୋନ ମଧ୍ୟ ଗିରଫ କଲା ସମ୍ବଲପୁର ପୋଲିସ।

ପୂର୍ବରୁ ୮ଟି ବନ୍ଧୁକ ଜବତ ସହ ୮ ଜଣଙ୍କୁ ଗିରଫ କରିଥିଲା ପୋଲିସ। ବିହାର ମୁଙ୍ଗେର ଅଞ୍ଚଳରୁ ସମ୍ବଲପୁରକୁ ଏହି ବନ୍ଧୁକ ଚୋରା ଚାଲାଣ ହେଉଛି। ଗିରଫମାନଙ୍କ ନାଁରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.