Below header

ଅନୁଗୁଳରେ ବର୍ଷା ବିତ୍ପାତ: ଭାଙ୍ଗିଲା ଭଟପାଳ ପୋଲ, ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ଲଗାଣ ବର୍ଷାରେ ଅନୁଗୋଳ ଜିଲ୍ଲା ବେହାଲ୍‌ । ୫୫ ନମ୍ବର ଜାତୀୟ ରାଜପଥ କାଣ୍ଡସର ନିକଟରେ ରାସ୍ତା ଉପରେ ଚାଲୁଛି ୪ ଫୁଟର ପାଣି ।

ଅନୁଗୁଳ (କେନ୍ୟୁଜ): ଲଗାଣ ବର୍ଷାରେ ଅନୁଗୋଳ ଜିଲ୍ଲା ବେହାଲ୍‌ । ଭାଙ୍ଗିଲା ଅନୁଗୋଳ ଛେଣ୍ଡିପଦା ବ୍ଲକ ଭଟପାଳ ପୋଲ । ଫଳରେ ୪ଟି ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଗଡମଣ୍ଡଳରୁ ନୂଆଗାଁ, ମାରୁଢ଼ିପ, କଣଲୋଇ ଓ କର୍ଣ୍ଣପାଳ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ୫୫ ନମ୍ବର ଜାତୀୟ ରାଜପଥ କାଣ୍ଡସର ନିକଟରେ ରାସ୍ତା ଉପରେ ଚାଲୁଛି ୪ ଫୁଟର ପାଣି । ଲଗାଣ ବର୍ଷାରେ ତଳିଆ ଅଞ୍ଚଳରେ ବି ପାଣି ପଶିଛି । ୨ ଦିନର ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.