ଭୁବନେଶ୍ୱର ସୁନ୍ଦରପଦା ହାଇଟେକ ପ୍ଲାଜାରେ ହାଇଟେକ୍ ଚୋର ଗରିଫ, ୧୦ ଗାଡି ଜବତ

ଭୁବନେଶ୍ୱର : ଭୁବନେଶ୍ୱର ସୁନ୍ଦରପଦା ହାଇଟେକ ପ୍ଲାଜାରେ ହାଇଟେକ୍ ଚୋର । ଭୁବନେଶ୍ୱର ସୁନ୍ଦରପଦା ହାଇଟେକ ପ୍ଲାଜାରୁ ହାଇଟେକ୍ ଚୋର ଗରିଫ । ଅଭିଯୁକ୍ତ ଜଣକ ଆପାର୍ଟମେଣ୍ଟରେ ନିଜେ ରହି ବିଭିିନ୍ନ ଗାଡି ଚୋରି କରିବା ସହ ଆପାର୍ଟମେଣ୍ଟ ତଳେ ଏହି ଗାଡି ବିକ୍ରି କରୁଥିଲା । ଅଭିଯୁକ୍ତକୁ ସ୍ଥାନୀୟ ଲୋକ ଧରିବା ସହ ତା ଠାରୁ ୧୦ ଗାଡି ଜବତ ହୋଇଛି । ଏୟାରଫିଲ୍ଡ ଥାନା ପୋଲିସ ଘଟଣାର ତନାଘନା କରୁଛି ।