କେନ୍ଦ୍ର ସରକାରଙ୍କ ସ୍ୟାଟ ବାର୍‌ ଉଚ୍ଛେଦ ପ୍ରତିବାଦରେ ଦିନିକିଆ ଧର୍ମଘଟ

କଟକ(କେନ୍ୟୁଜ୍): କେନ୍ଦ୍ର ସରକାରଙ୍କ ସ୍ୟାଟ ବାର୍‌ ଉଚ୍ଛେଦ ପ୍ରତିବାଦରେ ଦିନିକିଆ ଧର୍ମଘଟ। ଓଡ଼ିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା କମ୍‌ ରହିଥିବା ବେଳେ ସ୍ୟାଟରେ ମଧ୍ୟ ୭୦ହଜାରରୁ ଅଧିକ କେସ ବିଚାରାଧୀନ ରହିଛି। ଏଭଳି ସ୍ଥିତିରେ ମାମଲାର ଭବିଷ୍ୟତ ନେଇ ସନ୍ଦିହାନ ଦେଖାଦେଇଥିବା ବେଳେ ହାଇକୋର୍ଟ ବାର ଆସୋସିଏସନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି। ଯଦି ସ୍ୟାଟ ବାର ଉଚ୍ଛେଦ ଯୋଗୁଁ କେସ୍‌ ଗୁଡ଼ିକ ହାଇକୋର୍ଟକୁ ଆସେ ତେବେ ତ୍ୱରିତ ବିଚାର ହୋଇପାରିବ ନାହିଁ ବୋଲି କୁହାଯାଇଛି।

Leave A Reply

Your email address will not be published.