ଟାଙ୍ଗୀ : ହାଇଓ୍ଵା-ଟ୍ରଲର ଧକ୍କା, ଜଣେ ମୃତ

ଟାଙ୍ଗୀ(କେନ୍ୟୁଜ୍‌) : ହାଇଓ୍ଵା-ଟ୍ରଲର ଧକ୍କାରେ ଜଣେ ମୃତ ଓ ଜଣେ ଗୁରୁତର ହୋଇଥିବା ଜଣାଯାଇଛି । କଟକ ଜିଲ୍ଲା ଟାଙ୍ଗୀ ଥାନା ଗୋବିନ୍ଦପୁର ଓଭରବ୍ରିଜ୍ ଉପରେ ଦୁର୍ଘଟଣା ।

ମୃତକ ଟ୍ରଲର ଚାଳକ ଝାଡଖଣ୍ଡର ମହମ୍ମଦ ରିଆ ସାତ୍ । ଗୁରୁତରଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଗୁରୁତରଙ୍କୁ ମେଡିକାଲ ପଠାଇଛନ୍ତି ।