କେନ୍ଦୁଝର:ଏଚଆଇଭି ସଂକ୍ରମିତ ଯୁବକଙ୍କ ଆତ୍ମହତ୍ୟା

କେନ୍ଦୁଝର: ହାଟଡିହି ବ୍ଲକ ଅନ୍ତର୍ଗତ ସଢ଼ା ଗ୍ରାମରେ ଜଣେ ୨୮ ବର୍ଷିୟ ଯୁବକ ଆତ୍ମହତ୍ୟା କରିଛନ୍ତି। ସେ ପଣ୍ଡିଚେରୀରେ କାମ କରୁଥିବା ବେଳେ ଦୁର୍ଘଟଣାର ଶୀକାର ହୋଇଥିଲେ। ପରେ ସେ ଚିକିତ୍ସା ପାଇଁ ଯାଇଥିବା ବେଳ ତାଙ୍କୁ ଏଚଆଇଭି ସଂକ୍ରମିତ ହୋଇଥିବା ଜାଣିବାକୁ ପାଇଥିଲେ । ସେ ଘରକୁ ଫେରି କେନ୍ଦୁଝର ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ,ମାନସିକ ଭାରସାମ୍ୟ ହରାଇ ନିକଟରେ ଥିବା ଏକ ଗଛରେ ଆଜି ଆତ୍ମହତ୍ୟା କରିଥିବା ତାଙ୍କ ମା’ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.