ଭୁବନେଶ୍ବର: କଳ୍ପନା ଛକ ନିକଟରେ ଗଛକୁ ପିଟିଲା ବସ୍, ୫ ଆହତ

ଭୁବନେଶ୍ବର: କଳ୍ପନା ଛକ ନିକଟରେ ବ୍ରେକ ଫେଲ ହୋଇ ଗଛକୁ ପିଟିଲା ବସ୍, ୫ ଯାତ୍ରୀ ଆହତ ହୋଇଛନ୍ତି। ପୁରୀରୁ ଭୁବନେଶ୍ବର ଆସୁଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ଥ ହୋଇଥିଲା। ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କୀରଯାଇଛି।

Leave A Reply

Your email address will not be published.