SIR କାର୍ଯ୍ୟଭାର ସହି ନପାରି ଜୀବନ ହାରିଲେ BLO, ଉପରିସ୍ଥ ଅଧିକାରୀ ଚାପ ପ୍ରୟୋଗ କରୁଥିବା ଅଭିଯୋଗ
ବୌଦ୍ଧ: ବୌଦ୍ଧ SIR କାର୍ଯ୍ୟଭାର ସହି ନପାରି ଜୀବନ ହାରିଲେଜୀବନ BLO । ଚାପଗ୍ରସ୍ତ ହୋଇ ବିଷ ପାନ କରି ଜୀବନ ହାରିଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାରୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା । ମୃତକ ଡ଼ିମିରିଖୋଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୟନ ସାହୁ ।
ସୂଚନା ଅନୁଯାୟୀ, ଗୋଛାପଡା ଗାଁର…