ଝୁଲି ପଡ଼ିଲେ ପ୍ରେମୀ ଯୁଗଳ, କାରଣ ଅସ୍ପଷ୍ଟ
ନିଆଳିରେ ଘଟିଛି ଏକ ଅଭାବନୀୟ ଘଟଣା। ପ୍ରେମ ପାଇଁ ଝୁଲି ପଡ଼ିଛନ୍ତି ପ୍ରେମୀ ଯୁଗଳ।

ନିଆଳିରେ ଘଟିଛି ଏକ ଅଭାବନୀୟ ଘଟଣା। ପ୍ରେମ ପାଇଁ ଝୁଲି ପଡ଼ିଛନ୍ତି ପ୍ରେମୀ ଯୁଗଳ। ନିଆଳି ଥାନା ଅନ୍ତର୍ଗତ ମହଂଗପଡ଼ା ଗ୍ରାମରେ ଘଟିଛି ଏହି ଘଟଣା। ପ୍ରେମୀ ଯୁଗଳଙ୍କ ମୃତ୍ୟୁ କୁ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି। କାହିଁକି କେଉଁ ପରିସ୍ଥିତିରେ ଏହା ଘଟିଛି ଜଣା ପଡ଼ିନାହିଁ । ଘଟଣାସ୍ଥଳରେ ନିଆଳି ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।