ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ମାମଲା: ସମ୍ପର୍କୀୟ ଅଙ୍କଲ କହିଲେ ୩ ଜଣଙ୍କୁ ଭଲ ପାଉଥିଲା ଝିଅ

  ୩ ମାସ ହେବ ଶୁଭଲକ୍ଷ୍ମୀଙ୍କ ସହ ଯୋଗାଯୋଗରେ ନଥିଲି। ଜୁଲାଇ ୧୦ରେ ମୋ ଜନ୍ମ ଦିନ ଥିବାରୁ ସେ ମୋତେ wish କରିଥିଲା । ଶୁଭ ଲକ୍ଷ୍ମୀ ୩ ଜଣଙ୍କୁ ଭଲ ପାଉଥିଲା। ହୁଏତ ସେମାନଙ୍କ ମଧ୍ୟରେ କୌଣସି କିଛି ଘଟିଥିବ।

ଭୁବନେଶ୍ବର(କେନ୍ୟୁଜ୍): ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ମାମଲା। ମୁହଁ ଖୋଲିଲେ ସମ୍ପର୍କୀୟ ଅଙ୍କଲ। କହିଲେ ତାଙ୍କ ପାଖରେ କୌଣସି ଫୋଟକି ଭଡ଼ିଓ ନାହିଁ। ମୁଁ ତାକୁ ବ୍ଲାକ ମେଲିଙ୍ଗ କରିନି। ୩ ମାସ ତଳୁ ଶୁଭଲକ୍ଷ୍ମୀଙ୍କୁ ଘରୁ ବିଦା କରିଦେଇଥିଲେ ଅଙ୍କଲ।  ୩ ମାସ ହେବ ଶୁଭଲକ୍ଷ୍ମୀଙ୍କ ସହ ଯୋଗାଯୋଗ ରେ ନଥିଲି। ଜୁଲାଇ ୧୦ରେ ମୋ ଜନ୍ମ ଦିନ ଥିବାରୁ ସେ ମୋତେ wish କରିଥିଲା । ଶୁଭ ଲକ୍ଷ୍ମୀ ୩ ଜଣଙ୍କୁ ଭଲ ପାଉଥିଲା। ହୁଏତ ସେମାନଙ୍କ ମଧ୍ୟରେ କୌଣସି କିଛି ଘଟିଥିବ।

୬ରୁ ୭ମାସ ଅଙ୍କଲଙ୍କ ଘରେ ଥିଲେ ଶୁଭଲକ୍ଷ୍ମୀ।  ଶୁଭ ଲକ୍ଷ୍ମୀଙ୍କ ବାପା ମାଆଙ୍କ ପରାମର୍ଶରେ ସେ ଷ୍ଟେଜ ପ୍ରୋଗ୍ରାମ କରୁଥିଲା। ବାରରେ କାମ କରିବା ପାଇଁ ତାଙ୍କ ବାପା ମାଙ୍କ ପରାମର୍ଶରେ ବାର ନେଇଥିଲି।ହେଲେ ବୟସ ହୋଇନଥିବାରୁ ବାରରେ କାମ କରିବା ପାଇଁ ମନା କରିଦେଇଥିଲେ। ସେ ୩ ଜଣଙ୍କୁ ଭଲ ପାଇବାକୁ ନେଇ ଆମ ଘରେ ଡିଷ୍ଟରବାନ୍ସ ହେଉଥିଲା ବୋଲି ତାକୁ ଘରୁ ବିଦା କରିଦେଇଥିଲେ ଅଙ୍କଲ।

Leave A Reply

Your email address will not be published.