ଭୁବନେଶ୍ୱର: ସୀମା ଟପିଲେ ହଷ୍ଟେଲ ଓ୍ଵାର୍ଡନ, ନୃସଂଶ ଭାବେ ୨ ଅନ୍ତେବାସୀଙ୍କୁ ମାଡ଼ ମାରୁଥିବାର ଭିଡିଓ ଭାଇରାଲ୍

ଭୁବନେଶ୍ୱର(କେନ୍ୟୁଜ୍): ସ୍କୁଲ୍ କୁ ଦଣ୍ଡ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ଘଟଣା ସମସ୍ତଙ୍କୁ ଜଣା । ହେଲେ ବର୍ତ୍ତମାନ ହଷ୍ଟେଲର ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଛାତ୍ର ଛାତ୍ରୀଙ୍କ ସୁରକ୍ଷାକୁ ନେଇ ଏକ ପ୍ରଶ୍ନବାଚୀ ସ୍ରୁଷ୍ଟି କରିଛି ।

ଘଟଣାଟି ହେଉଛି କି ନିଜର ସବୁ ସୀମା ଟପିଯାଇଛନ୍ତି ଜଣେ ହଷ୍ଟେଲ ଓ୍ଵାର୍ଡନ । ନୃଶଂସ ଭାବେ ପିଲାଙ୍କୁ ପିଟୁଛନ୍ତି ଓ୍ଵାର୍ଡନ । ଏ ହେଉଛି ଭୁବନେଶ୍ୱର ଏକ ଘରୋଇ ହଷ୍ଟେଲର ଦୃଶ୍ୟ । ଦେଖନ୍ତୁ ଛାତ୍ରାବାସରେ କିପରି ନୃସଂଶ ଭାବେ ୨ ଅନ୍ତେବାସୀଙ୍କୁ ମାଡ଼ ମାରୁଛନ୍ତି ଓ୍ଵାର୍ଡେନ୍‌ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଗତ ୧୧ ତାରିଖରେ ଏପରି ଘଟଣା ଘଟିଥିବା କୁହାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.