Below header

ନାଗରିକତା ଆଇନ ବା ସିଏଏ ସମର୍ଥନରେ ରାଜ୍ୟ ବିଜେପିର ଶୋଭାଯାତ୍ରା, ଶତାଧିକ ମହିଳା ଓ ଯୁବ ବିଜେପି କର୍ମୀ ସାମିଲ

ଭୁବନେଶ୍ବର(କେନ୍ୟୁଜ୍):  ନାଗରିକତା ଆଇନ ବା ସିଏଏ ସମର୍ଥନରେ ରାଜ୍ୟ ବିଜେପିର ଶୋଭାଯାତ୍ରା । ରାଜଧାନୀରେ ଅନୁଷ୍ଠିତ ଶୋଭାଯାତ୍ରାରେ ବିଜେପି ମହିଳା ଦଳର ବହୁ ସଦସ୍ୟଙ୍କ ସହ ଯୁବ ବିଜେପି କର୍ମୀ ସାମିଲ ହୋଇଥିଲେ । ଶାଭାଯାତ୍ରା ରାମମନ୍ଦିରରୁ ବାହାରି ମାଷ୍ଟରକ୍ୟାଣ୍ଟିନ ପଯ୍ୟନ୍ତ ଯାଇଥିଲା । ସିଏଏ ଓ ଏନଆରସି ଆଇନ ଦ୍ୱାରା ଭାରତୀୟଙ୍କ କ୍ଷତି ହେବନାହିଁ ବୋଲି ବିଜେପି କର୍ମୀ ଯୁକ୍ତି ବାଢିଛନ୍ତି । ଏହାକୁ ନେଇ ଅଯଥାରେ ରାଜନୀତି କରାଯାଉଥିବା ବିଜେପି ଅଭିଯୋଗ କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.