Below header

ବଲାଙ୍ଗିର: ପାରିବାରିକ କଳହରୁ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରି ସ୍ୱାମୀର ଆତ୍ମହତ୍ୟା

ବଲାଙ୍ଗିର (କେନ୍ୟୁଜ୍): ସାରା ପଶ୍ଚିମ ଓଡ଼ିଶାରେ ଆନନ୍ଦ ଉଲ୍ଲାସ ସହ ନୂଆଁଖାଇ ପାଳନ କରାଯାଉଥିବା ବେଳେ ବଲାଙ୍ଗିର କେନ୍ଦୁମୁଣ୍ଡି ଗାଁରୁ ଆସିଛି ଦୁଃଖଦ ଖବର। ପାରିବାରିକ କଳହରୁ ଯାଇଛି ଜୀବନ। ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରି ସ୍ୱାମୀର ଆତ୍ମହତ୍ୟା ଅଭିଯୋଗ। ଘରୁ ସ୍ୱାମୀର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସ୍ତ୍ରୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକ ହେଲେ ଦୁର୍ଯ୍ୟୋଧନ ବରିହା। ଗୁରୁତର କିଶୋରୀ ବରିହାଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.