ମୟୂରଭଞ୍ଜ ବାଢୁଣିଆରେ ହତ୍ୟାକାଣ୍ଡ, ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ
![murder](https://knewsodisha.com/wp-content/uploads/2020/02/murder-1.png)
ମୟୂରଭଞ୍ଜ: ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ । ମୟୂରଭଞ୍ଜ ବିଶୋଇ ଥାନା ବାଢ଼ୁଣିଆରେ ଏହି ଘଟଣା ଘଟିଛି । ମୃତକ ହେଲେ ମାଇନୋ ବେଶ୍ରା । ସାମାନ୍ୟ ବଚସାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି । ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ।