Below header

ସ୍ତ୍ରୀ ହତ୍ୟାକାରୀ ସ୍ବାମୀକୁ ବାନ୍ଧି ବାଡ଼େଇଲେ ଗ୍ରାମବାସୀ

ସୋର (କେନ୍ୟୁଜ୍) : ସ୍ତ୍ରୀ ହତ୍ୟାକାରୀ ସ୍ବାମୀ। ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ସ୍ବାମୀକୁ ବାନ୍ଧିମାଡ। ସୋର ଥାନା ଚିତଳ ଗାଁର ଘଟଣା। ସ୍ତ୍ରୀ ମିନତୀ ମହାଳିକଙ୍କୁ ହତ୍ୟା କରିବା ଅଭିଯୋଗରେ ଗ୍ରାମବାସୀ ସ୍ବାମୀଙ୍କୁ ନଡିଆ ଗଛରେ ବାନ୍ଧି ମାଡ ମାରିଛନ୍ତି। ତେବେ ହତ୍ୟାର କାରଣ ଏପର‌୍ୟ୍ୟନ୍ତ ଅସ୍ପଷ୍ଟ ରହିଛି। ପରେ ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.