ସ୍ତ୍ରୀ ଅଫିସ୍‌ ଭିତରେ ପଶି ଛୁରୀରେ ମଣାନ୍ତକ ଆକ୍ରମଣ କଲା ସ୍ୱାମୀ

ଦିନ ଦ୍ୱିପ୍ରହରରେ ରକ୍ତ ରଞ୍ଜିତ ହୋଇଛି ରାଜଧାନୀ ଭୁବନେଶ୍ୱର । ଘରୋଇ କଳି ଏବେ ଘରୁ ବାହାରି ପଦାରେ ପଡିଛି । ଆଉ ଏହି କଳି ବର୍ତ୍ତମାନ ପହଁଚିଛି ହତ୍ୟା ପର୍ଯ୍ୟନ୍ତ । ଭରତପୁର ଥାନା ବରମୁଣ୍ଡା କୃତିବନ୍ଧୁ apartmentରେ ସ୍ଵାମୀ ସ୍ତ୍ରୀକୁ ଛୁରୀରେ ଆକ୍ରମଣ କରିଛି । ବରମୁଣ୍ଡା ନିକଟ ଏକ ଅଫିସରେ ଏଭଳି ଘଟଣା ଘଟିଯାଇଛି । ପାରବାରିକ କଳହକୁ ନେଇ ସ୍ତ୍ରୀ ଉପରେ ଆକ୍ରମଣ କରିଛି ସ୍ୱାମୀ ।

ଭୁବନେଶ୍ୱର (କେନ୍ୟୁଜଓ) : ଦିନ ଦ୍ୱିପ୍ରହରରେ ରକ୍ତ ରଞ୍ଜିତ ହୋଇଛି ରାଜଧାନୀ ଭୁବନେଶ୍ୱର । ଘରୋଇ କଳି ଏବେ ଘରୁ ବାହାରି ପଦାରେ ପଡିଛି । ଆଉ ଏହି କଳି ବର୍ତ୍ତମାନ ପହଁଚିଛି ହତ୍ୟା ପର୍ଯ୍ୟନ୍ତ । ଭରତପୁର ଥାନା ବରମୁଣ୍ଡା କୃତିବନ୍ଧୁ ଆପାର୍ଟମେଣ୍ଟରେ ସ୍ଵାମୀ ସ୍ତ୍ରୀକୁ ଛୁରୀରେ ଆକ୍ରମଣ କରିଛି । ବରମୁଣ୍ଡା ନିକଟ ଏକ ଅଫିସରେ ଏଭଳି ଘଟଣା ଘଟିଯାଇଛି । ପାରବାରିକ କଳହକୁ ନେଇ ସ୍ତ୍ରୀ ଉପରେ ଆକ୍ରମଣ କରିଛି ସ୍ୱାମୀ ।

ଅଫିସ୍ ଭିତରେ ପଶି ସ୍ତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛି ସ୍ୱାମୀ । ପାରିବାରିକ କଳହ ଯୋଗୁଁ ସ୍ତ୍ରୀଙ୍କ ଅଫିସ ଭିତରେ ପଶି ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଥିବା କହିଛନ୍ତି ଦେଖଣାହାରୀ । ତେବେ ଏଭଳି ଆକ୍ରମଣ ପରେ ଗୁରୁତର ମହିଳାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ହେଲେ ମଧୁସ୍ମିତା ଦାସ। ଏହାବ୍ୟତୀତ ଏହି ମାମଲାର ଅଭିଯୁକ୍ତକୁ ଅଟକ ରଖିଛି ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.