କମିଛି ସଂକ୍ରମଣ : ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୪ ପଜିଟିଭ ଚିହ୍ନଟ

ଓଡ଼ିଶାରେ ବି ବଢୁଛି କରୋନା ସଂକ୍ରମଣ । କିନ୍ତୁ ସ୍ଥିତି ନିୟନ୍ତ୍ରଣରେ ରହିଛି । ଗତକାଲି ଅପେକ୍ଷା ସଂକ୍ରମଣ କମିଛି ।

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ବି ବଢୁଛି କରୋନା ସଂକ୍ରମଣ । କିନ୍ତୁ ସ୍ଥିତି ନିୟନ୍ତ୍ରଣରେ ରହିଛି । ଗତକାଲି ଅପେକ୍ଷା ସଂକ୍ରମଣ କମିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ୨୦୪ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୨୫୮ । ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ୍‌ ୫ହଜାର ୮୨୪ ଟେଷ୍ଟ ହୋଇଛି । ଆଉ କେହି କରୋନାରେ ପ୍ରାଣ ହରାଇ ନାହାନ୍ତି । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୯୫ ଆକ୍ରାନ୍ତ । ଏବେ ରାଜ୍ୟରେ ୧୨ଶହ ୯୫କୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.