Below header

ସୁଙ୍କି ଘାଟିରେ ଓଲଟିଲା ବସ, ସମସ୍ତ ଯାତ୍ରୀ ସୁରକ୍ଷିତ

ବିଶାଖାପାଟଣାରୁ ଭାବନୀପାଟଣା ଅଭିମୁଖେ ବସଟି ଆସୁଥିଲା । ସୁଙ୍କି ଘାଟିରେ ଓଲଟିଲା ବସ । ଭାରସାମ୍ୟ ହରାଇ ଯୋଡିମାଡିଲି ନିକଟରେ ବସଟି ଓଲଟି ପଡିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ସୁଙ୍କି ପୋଲିସ ଘଟଣାରେ ସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲା।

କୋରାପୁଟ (କେନ୍ୟୁଜ): ବିଶାଖାପାଟଣାରୁ ଭାବନୀପାଟଣା ଅଭିମୁଖେ ବସଟି ଆସୁଥିଲା । ସୁଙ୍କି ଘାଟିରେ ଓଲଟିଲା ବସ । ଭାରସାମ୍ୟ ହରାଇ ଯୋଡିମାଡିଲି ନିକଟରେ ବସଟି ଓଲଟି ପଡିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ସୁଙ୍କି ପୋଲିସ ଘଟଣାରେ ସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲା।

ସୂଚନା ଅନୂଜୟୀ ବସ୍ ଚାଳକଙ୍କ ଆଖି ଲାଗିଯିବା ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏନେଇ ସୂଚନା ଦେଇଛି ପୋଲିସ । ତେବେ କୌଣସ ଯାତ୍ରୀ ଆହତ ହୋଇନଥିବା ସୂଚନା । ପୋଲିସ ଯାତ୍ରୀମାନଙ୍କୁ ଅନ୍ୟ ଗାଡ଼ିରେ ସୁରକ୍ଷିତ ଭାବେ ନିଜ ଗନ୍ତବ୍ୟସ୍ଥଳୀକୁ ପଠାଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.